Home ଓଡ଼ିଶା ବିଶ୍ୱ ମିତବୈୟିତା ଦିବସ

ବିଶ୍ୱ ମିତବୈୟିତା ଦିବସ

21

ପୁରୀ-୩୦/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ବିଶ୍ୱ ମିତବୈୟିତା ଦିବସ ପାଳନ ଅବସରରେ ମିତବୈୟୀ ସଞ୍ଚ କରିବା ନିମନ୍ତେ ଆଜି ଦିନର ବାର୍ତ୍ତା। ଏହି ଅବସରରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥ ଶର୍ମା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ଓ ନିକଟସ୍ଥ ଗ୍ରାମାଞ୍ଚଳରେ ବୁଲିବା ସହ ସ୍ୱଳ୍ପ ସଞ୍ଚୟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୁତି ଭୂଷଣ ନାୟକ ଓ ରାଜସ୍ୱ ସହାୟକ ଦିପ୍ତି ପ୍ରକାଶ ସ୍ୱାଇଁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.