Home ଜିଲ୍ଲା ପରିକ୍ରମା ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

565

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଶୋଳ ହରିଜନସାହିର ଉମାକାନ୍ତ ଜେନା ନିଜ ବାଡିରୁ ଘାସ ସଫା କରିବା ବେଳେ ବିରଳ ପ୍ରଜାତିର ଏଣ୍ଡୁଅ ମଙ୍ଗଳବାର ଉଦ୍ଧାର କରିଥିବା ଜଣାଯାଇଛି । ଏହି ଏଣ୍ଡୁଅକୁ ଦେଖିବା ପାଇଁ ବହୁ ଲୋକ ଭିଡଲାଇଛନ୍ତି । ଏଣ୍ଡୁଅକୁ ବନ ବିଭାଗକକୁ ହସ୍ତାନ୍ତର କରିବା ପାଇଁ ଯୋଗଯୋଗ କରାଯାଇଛି ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.