Home ଜିଲ୍ଲା ପରିକ୍ରମା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ କୃଷିମନ୍ତ୍ରୀ

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ କୃଷିମନ୍ତ୍ରୀ

27

ନୟାଗଡ଼, ୨୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀର କ୍ରିଦାଶପୁର, ଶରଧାପୁର, ଗଦାଧରପ୍ରସାଦ ଓ ଚମ୍ପତିପୁର ପଂଚାୟର ବିଭିନ୍ନ ଗ୍ରାମକୁ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। କ୍ରିଦାଶପୁର ପଂଚାୟତର କୋଶକା ଠାରେ ଆମ ଅଙ୍ଗନବାଡ଼ି କେନ୍ଦ୍ର, କମ୍ୟୁନିଟି ହଲ୍‌, ଜେମାଦେଇପୁର ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର, ଶରଧାପୁର ପଂଚାୟତର ଶରଧାପୁର ବୈଷ୍ଣବଗିରୀ ପର୍ଯ୍ୟଟନ ସ୍ଥଳୀଠାରେ କମ୍ୟୁନିଟି ସେଂଟର ଓ ଯୋଗସାଧନ କେନ୍ଦ୍ର, ଗଦାଧରପ୍ରସାଦ ପଂଚାୟତର କଲ୍ୟାଣମଣ୍ଡପ ଆଦି ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏହିସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦେବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.