Home ଓଡ଼ିଶା ବିଧାୟିକା ଭାବେ ଶପଥ ନେଲେ ରୀତାସାହୁ

ବିଧାୟିକା ଭାବେ ଶପଥ ନେଲେ ରୀତାସାହୁ

130

ଭୂବନେଶ୍ୱର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେପୁର ଉପ-ନିର୍ବାଚନରେ ବିଜେଡି ଦଳରୁ ନିର୍ବାଚିତ ହୋଇଥିବା ରୀତା ସାହୁ ଆଜି ବିଧାନସଭାରେ ବିଧାୟିକା ଭାବେ ବାଚଷ୍ପତି  ଶପଥ ପାଠ କରାଇଛନ୍ତି ।ସୁଚନା ଯୋଗ୍ୟ- ଗତ ଉପନିର୍ବାଚନରେ ବଜେପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରୀତା ସହୁ ୯୮ ହଜାର ଭୋଟପାଇ ରେକର୍ଡ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.