Home ଅନୁଗୁଳ ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ

ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ

577

ଅନୁଗୁଳ ୮ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଭିନ୍ନ ଘଟଣାରେ ରାଜ୍ୟରେ ଚର୍ଚ୍ଚାରେ ଥିବା ଅନୁଗୁଳ ଜିଲ୍ଲା ତାଳଚେର ଶାସକ ଦଳର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡିକୁ ଦୁର୍ବୃତ୍ତ ପୋଡି ଦେଇ ନିଜର ଅଭିଳାଷ ପୁରଣ କରିଥିବା ଦେଖିବାକୁ ମିଳିଛି । ବିଧାୟକ ରାତିରେ ବିକ୍ରମପୁର ଥାନା ନନ୍ଦିରା ଗାଁରେ କ୍ୟାମ୍ପ ଅଫିସ ଶୋଇଥିବା ବେଳେ ବିଧାୟକଙ୍କ ଗୋଟିଏ ଫର୍ଚୁନର ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.