Home କେନ୍ଦୁଝର ବିଇଓ ଅଫିସରେ କରୋନା ପଜେଟିଭ ଚିହ୍ନଟ ପରେ କାର୍ଯ୍ୟାଳୟ ବନ୍ଦ

ବିଇଓ ଅଫିସରେ କରୋନା ପଜେଟିଭ ଚିହ୍ନଟ ପରେ କାର୍ଯ୍ୟାଳୟ ବନ୍ଦ

41

ହାଟଡିହି- ୧୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳର ଜଣେ ଏବିଇଓ କରୋନା ପଜେଟିଭ ଚିହ୍ନଟ ହେବାପରେ ଆଜିଠାରୁ ଦୁଇଦିନ ପାଇଁ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯାଇଛିବୋଲି ବିଇଓ ସୁରଥ କୁମାର ସାହୁ ସୁଚନା ଦେଇଛନ୍ତି । କାର୍ଯ୍ୟାଳୟକୁ ଆସିଥିବା ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ କରୋନା ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି । ଆଜି ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ କାର୍ଯାଳୟକୁ ସମ୍ପୁର୍ଣ୍ଣ ବିଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.