Home କେନ୍ଦୁଝର କରୋନା ପରିଚାଳନା ବୈଠକ

କରୋନା ପରିଚାଳନା ବୈଠକ

89

ହାଟଡିହି- ୧୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପରିସରରେ କରୋନା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡିଓ ବିନିତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ପ୍ରଭାତ ନାୟକ, ବିପିଏମ ଚନ୍ଦନ କୁମାର ସାହୁ, ଡାକ୍ତର ସୁଦୀପ୍ତା ପଣ୍ଡା, ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ, ସୋସୋ ଥାନା ଆଇଆଇସି ଗଗନ ବିଶ୍ୱାଳ ପ୍ରମୁଖ ଯୋଗଦେଇ କାରୋନା ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ହାଟଡିହି ବ୍ଲକରେ କିଛି ଟିଏମସିକୁ ଅଧିକ କ୍ରୀୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କରୋନା ଚିହ୍ନଟ ରୋଗୀ ମାନଙ୍କୁ ଏହି ଟିଏମସିରେ ରଖି ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.