Home ଅପରାଧ ବାହାର ରାଜ୍ୟରୁ ୫ ଜଣ ନାବାଳିକା ଉଦ୍ଧାର

ବାହାର ରାଜ୍ୟରୁ ୫ ଜଣ ନାବାଳିକା ଉଦ୍ଧାର

445

ସୁବର୍ଣ୍ଣପୁର୧୪ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦୀର୍ଘ ଦିନ ହେଲା ଅଭିଯୋଗ ହେଇଆସୁଥିବା ଆମ ରାଜରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନାବାଳିକା ମାନଙ୍କୁ ଉଦ୍ଧାର କରାଯାଇଥିବା ସୁବର୍ଣ୍ଣପୁର ଏସ.ପି. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ବୀରମହାରାଜପୁର ଥାନାରେ ଗତ ଅକ୍ଟୋବର ୧୫ ତାରିଖ ଦିନ ଜଣେ ନାବାଳିକା ଦିଲ୍ଲୀକୁ ଚାଲାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।ଅଭିଯୋକୁ ଆଧାର କରି ୫ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଏସ.ପି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.