Home ଓଡ଼ିଶା ବାଇକ ଧକ୍କାରେ ସାଇକେଲ ଆରୋହି ଗୁରୁତର

ବାଇକ ଧକ୍କାରେ ସାଇକେଲ ଆରୋହି ଗୁରୁତର

83

ପାଟଣା ୨୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – ତୁରୁମୁଙ୍ଗା ଥାନା ଖୁଣ୍ଟାପଡା ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହି ଗୁରୁତର ହୋଇଛନ୍ତି। ଗୁରୁତର ସାଇକେଲ ଆରୋହି ହେଲେ କେନ୍ଦେଇ ପଶି ପଞ୍ଚାୟତ କାଶିପୁର ଗ୍ରାମର ସୁବଳ ନାଏକ। ମଙ୍ଗଳବାର ହନୁମାନ ଛକରୁ ସାପ୍ତାହିକ ହାଟରୁ ଫେରୁଥିବା ବେଳେ ପାଟଣା ପଟୁ ଆସୁଥିବା ଏକ ବାଇକ ତାଙ୍କ ପଛ ପଟୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ସାଇକେଲ ଆରୋହି ଗୁରୁତର ହୋଇଥିଲେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଯୋଗେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.