Home କେନ୍ଦୁଝର ବସ ଧକ୍କାରେ ଜଣେ ଗୁରୁତର

ବସ ଧକ୍କାରେ ଜଣେ ଗୁରୁତର

136

ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ସକାଳେ ଆନନ୍ଦପୁର ଭଦ୍ରକ ରାସ୍ତାର ଶାସଙ୍ଗ ଛକ ନିକଟରେ ବସ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଶାସଙ୍ଗ ଗ୍ରାମର ରବିନ୍ଦ୍ର କୁମାର ବେହେରା ନାମକ ଜଣେ ଯୁବକ ମଣିଙ୍ଗ ୱାର୍କରେ ଚୋରଗଡିଆ ଛକ ଆଡକୁ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ପଲେଇ ନାମକ ଏକ ବସର (ଓଆର୦୫ଏଏ ୮୮୭୭) ପଛପାଖଟି ବାଡେଇ ହୋଇ ଯାଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିବାବେଳେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.