Home କେନ୍ଦୁଝର ଛେନାପଦି ତାରିଣୀ ବଜାରରେ ମା ଲକ୍ଷ୍ମୀଙ୍କ ପୂଜା

ଛେନାପଦି ତାରିଣୀ ବଜାରରେ ମା ଲକ୍ଷ୍ମୀଙ୍କ ପୂଜା

89

ହାଟଡ଼ିହି, ୩୦/୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ଏଥିପାଇଁ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ମା ଲକ୍ଷ୍ମୀଙ୍କର ପୂଜା ଆରମ୍ଭ ହେଉଛି । ହାଟଡିହି ବ୍ଲକର ଛେନାପଦି ତାରିଣୀ ବଜାର ପୂଜା କମିଟି ପକ୍ଷରୁ ନିରାଡମ୍ବର ଭାବେ କୋଭିଡ ନିୟମାନୁଯାଇ ଏହି ପୂଜା ଆରମ୍ଭ ହୋଇଛି । ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ଶ୍ରଦ୍ଧାଳୁଙ୍କ ସମାଗମ ହେଉôତବାବେଳେ ଚଳିତବର୍ଷ ବିନା ଶ୍ରଦ୍ଧାଳୁରେ ଏହି ପୂଜା କରାଯାୁଛି । ଏପରିକି ମଣ୍ଡପକୁ କପଡା ଘୋଡାଯାଇ ପୂଜା କରାଯାଉଛି । ତାପସ ରାୟ, ସୁଧାଶୁଂ ବିଶ୍ୱାଳ, ଦୁର୍ଯ୍ୟୋଧନ ସାହୁ, ହିମାଶୁଂ ନାୟକ, ଯୁବରାଜ ସାମଲ, ଅଜିତ ସ୍ୱାଇଁ, କେଶବ ପ୍ରଧାନ, କାଳନ୍ଦୀ ବରାଳ ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥବବାବେଳେ ପଣ୍ଡିତ ବାବୁଲା ଆଚାର୍ଯ୍ୟ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସୁଧାକର ଓଝା, କିଶୋର ଆଚାର୍ଯ୍ୟ, ସୁଶାନ୍ତ ରାଉତ, ଭାଗ୍ୟଧର ସାମଲ, କୃଷ୍ଣଚନ୍ଦ୍ର ରାଉତ, ଅକ୍ଷୟ ଓଝା, ସୁଶାନ୍ତ ଜେନା, ସୁବାସ ଓଝା, ମଙ୍ଗୁଳି ବିଶ୍ୱାଳ, ରଞ୍ଜନ ସା, ସୌମେନ୍ଦ୍ର ମଲ୍ଲିକ, ଦିଲ୍ଲିପ ଜେନା, ସୁଶାନ୍ତ ଜେନା, ପାର୍ଥ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.