Home ଅପରାଧ ବରପାଲି ସିଡିପିଓଙ୍କ ଘରେ ଘିଜିଲାନ୍ସ ଚଢାଉ

ବରପାଲି ସିଡିପିଓଙ୍କ ଘରେ ଘିଜିଲାନ୍ସ ଚଢାଉ

133

ବରଗଡ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ବେଆଇନ ସରକାରୀ ସମ୍ପର୍ତ୍ତୀ ଠୁଳ ଅଭିଯୋଗରେ ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ୍  ସିଡିପିଓଙ୍କ ଘରେ ଘିଜିଲାନ୍ସ ଚଢାଉ ଅଭିଯାନ ଜାରି ରହିଥିବା ସୁଚନା ମିଳିଛିା ସିଡିଫିଓ ସଂଯୁକ୍ତା  ଲେଙ୍କା ଅଫିସ ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.