ବରଗଡ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବେଆଇନ ସରକାରୀ ସମ୍ପର୍ତ୍ତୀ ଠୁଳ ଅଭିଯୋଗରେ ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ୍ ସିଡିପିଓଙ୍କ ଘରେ ଘିଜିଲାନ୍ସ ଚଢାଉ ଅଭିଯାନ ଜାରି ରହିଥିବା ସୁଚନା ମିଳିଛିା ସିଡିଫିଓ ସଂଯୁକ୍ତା ଲେଙ୍କା ଅଫିସ ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିବା ସୁଚନା ମିଳିଛି ।