Home ଓଡ଼ିଶା ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

149

ଖୋର୍ଦ୍ଧା,୦୪/୧୦,(ଓଡ଼ିଆ ପୁଅ ପି ନାଏକ:ଖୋର୍ଦ୍ଧା ଜିଲ୍ଲାରେ ଏକ ଅଘଟଣ ଘଟିଯାଇଛି । ସୂଚନା ଅନୁସାରେ, ପରିବାରରେ କଳହ ଥିବା କାରଣରୁ ନବ ଦମ୍ପତି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଏହି ହତ୍ୟାକାଣ୍ଡ ବାଣପୁର ଥାନା ଅନ୍ତର୍ଗତ ନଇରୀ ପଞ୍ଚାୟତରେ ଘଟିଛି । ମୃତକ ଜଣକ ସନା ସାହୁ ଓ ଶିବାନୀ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉଭୟ ୩ ମାସ ତଳେ ପ୍ରଥମ ବିବାହ କରିଥିଲେ । ଓ ସବୁକିଛି ଠିକ ଚାଲିଥିଲା । ମାତ୍ର ଗତ କିଛି ଦିନ ଧରି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା । ଯାହାର ପରିଣାମ ସ୍ୱରୂପ ସେମାନେ ଆତ୍ମହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.