Home ଓଡ଼ିଶା ଫିକା ପଡିବ କି ଦଶହରା ?

ଫିକା ପଡିବ କି ଦଶହରା ?

680

ଭୁବନେଶ୍ଵର,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଫିକା ପଡିପାରେ ଦଶହରା । କାରଣ ୮ ତାରିଖ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯଦି ସତରେ ବର୍ଷା ହୁଏ, ତେବେ ଦର୍ଶକଙ୍କ ମଧ୍ୟରେ ଥିବା ଉତ୍ସାହ ମଧ୍ୟ ଫିକା ପଡିବ । ତେବେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, ଅନୁଗୋଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୮ ତାରିିିିଖ ଦିନ କେରାପୁଟ, ଗଞ୍ଜାମ, ଗଜପତି, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.