Home ଜିଲ୍ଲା ପରିକ୍ରମା ପ୍ରେସକ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

ପ୍ରେସକ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

51

ବାହାନଗା, ୧୬ା୧୧(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଜାତୀୟ ପ୍ରେସ ଦିବସର ଉପଯୋଗୀତା ଓ ଏହାର ଉପକାରୀତା ବାବଦରେ ଆଲୋଚନା ହୋଇ ଏକ ଭାଇଚାରର ସନ୍ଦେସ ଦେଉଥିବାର ଆଲୋଚନା ବିଷୟ ବସ୍ତୁ ପାଲଟିଥିଲା । ଏଥିରେ କ୍ଲବ ତରଫରୁ ସମ୍ବାଦିକ ସୁଧାନିଧି ମହାପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ଧନ୍ୟ ଦେଇଥିଲେ ସାମ୍ବାଦିକ ପ୍ରଫୁଲ୍ଲ ତ୍ରିପାଠୀ । ବୈଠକରେ ସମ୍ବାଦିକ ଅରୁପ ଦାସ, ଭାବାନ ଦାସ, ରଞ୍ଜିତ ଦାସ, ସୋମନାଥ ସାହୁଙ୍କ ସହ ଅନ୍ୟ ସମ୍ବାଦିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.