Home ଜିଲ୍ଲା ପରିକ୍ରମା ଓଲଟିଲା ପଥର ବୋଝେଇ ଟ୍ରକ, ଗୁରୁତର ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

ଓଲଟିଲା ପଥର ବୋଝେଇ ଟ୍ରକ, ଗୁରୁତର ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

31

ବାହାନଗା,୧୬ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜ ପଥ ଓଳିଆପାଟଣା ଡାଇଭରସନ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି କେତେ ଜନ ଜୀବନ ହାନି ହେବା ସହ ବହୁ ଗୁରୁତର ହେଉଥିବାର ନଜରକୁ ଆସୁଛି । ସେହି ସ୍ଥାନରେ ସୋମବାର ଏକ ପଥର ବୋଝେଈ ଟ୍ରକ ଓଲଟି ପଡ଼ି ଡ୍ରାାଇଭର ଗୁରୁତର ହୋଇ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱା ସ୍ଥ୍ୟ େ;କନ୍ଦ୍ର ଓ ପରେ ବାଲେଶ୍ୱର ସଦର ହସପିଟାଲକୁ ସ୍ଥାନାନ୍ତରିତ ହେବ।।ର ଜଣାପଡ଼ିଛି । ସୂଚନା ଅନୁସାରେ ସୋର ବାଗୁଡ଼ି ଅଞ୍ଚଳରୁ ପଥର ବୋଝେଇ କରି (ଓଆର ୦୧ ଏସ ୦୦୨୭) ଏକ ଟ୍ରକ ବାଲେଶ୍ୱର ଆଡ଼କୁ ଯାଉଥିଲା । ଓଳିଆପାଟଣା ଡାଇଭରସନ ହମସ୍ ନିକଟରେ ଭାର ସାମ୍ୟ ହରାଇ ନୟନଜୋରୀ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ହସପିଟାଲକୁ ପଠାଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.