Home ଓଡ଼ିଶା ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ “Contours of My Life ‘ ମୁଖ୍ୟମନ୍ତ୍ରୀ ଙ୍କ...

ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ “Contours of My Life ‘ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଉନ୍ମୋଚିତ

24

ଭୁବନେଶ୍ୱର ୨୫/୧୧ (ଓଡ଼ିଆ ପୁଅ) ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ Contours of My Life, ଗତ ସନ୍ଧ୍ୟା ରେ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଦ୍ବାରା ଉନ୍ମୋଚିତ ହେଇଯାଇଛି।

ଓଡିଶୀ ନୃତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣା ବଳୀ ଉପରେ ପ୍ରଫେସର ହେଜମାଦୀଙ୍କ ଦ୍ଵାରା ବିଭିନ୍ନ ସମୟରେ ରଚିତ ନିବନ୍ଧ ଓ ସାକ୍ଷାତ କାର ଏହି ପୁସ୍ତକ ରେ ସନ୍ନିବେଶିତ ହେଇଅଛି।

ଭୁବନେଶ୍ବର ର ଶିକ୍ଷା ସନ୍ଧାନ ହେଉଛନ୍ତି ପୁସ୍ତକର ପ୍ରକାଶକ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଆର୍ ବାଲକ୍ରିଷ ନ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.