Home ଜିଲ୍ଲା ପରିକ୍ରମା ପ୍ରଥମ ଥର ପାଇଁ ସ୍ୱୟଂଚାଳିତ କୋଚ ୱାସିଙ୍ଗ ପ୍ଲାଣ୍ଟ ଆରମ୍ଭ

ପ୍ରଥମ ଥର ପାଇଁ ସ୍ୱୟଂଚାଳିତ କୋଚ ୱାସିଙ୍ଗ ପ୍ଲାଣ୍ଟ ଆରମ୍ଭ

20

ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୂର୍ବତଟ ରେଳବାହୀ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ସ୍ୱୟଂଚାଳିତ କୋଚ ୱାସିଙ୍ଗ ପ୍ଲାଣ୍ଟ ଆରମ୍ଭ ହୋଇଛି। ଏହାଦ୍ୱାରା ସମୟ, ପାଣି ଓ ମାନବ ସମ୍ବଳର ବ୍ୟବହାର କମ୍ କରାଯାଉଛି। ପୁରୀ ବିଶ୍ୱସ୍ଥରୀୟ ରେଳ ଷ୍ଟେସନ ହୋଇଥିବା ବେଳେ ପ୍ରତ୍ୟେହ ଏଠାରୁ ଦେଶର ବିଭିନ୍ନ ସ୍ଥାନକୁ ରେଳ ଚଳାଚଳ କରୁଛି। ପୂର୍ବରୁ ମାନୁଆଲ ବ୍ୟବସ୍ଥା ଦ୍ୱାରା ରେଳ ସଫା କରିବାକୁ ସମୟ ଲାଗୁ ଥିଲା। ସ୍ୱୟଂଚାଳିତ କୋଚ ୱାସିଙ୍ଗ ପ୍ଲାଣ୍ଟ ବ୍ୟବସ୍ଥା ହେବା ଦ୍ୱାରା ଖୁବ ସହଜରେ ଟ୍ରେନ ଗୁଡ଼ିକୁ ସଫା କରାଯାଇପାରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.