Home ଓଡ଼ିଶା ପୋଲିସ ହୋଇ ସାଜିଲେ ଚୋର !

ପୋଲିସ ହୋଇ ସାଜିଲେ ଚୋର !

191

ଆଠଗଡ଼,୩୦/୧୦,(ଓଡ଼ିଆ ପୁଅ ପି ନାୟକ): ଆଜ୍ଞା ହଁ, ପୋଲିସ ସାଜିଲା ଚୋର । ବାଇକ ଚୋରି କରି ଧରା ପଡିଛନ୍ତି  ପୋଲିସ କର୍ମଚାରୀ । ଏହି ଘଟଣା ଆଠଗଡ଼ ଥାନା ଗୁହାଳପଡିଆ ନିକଟରେ ଘଟିଛି । ତେବେ ଏହି ଅଭିଯୁକ୍ତ ଜଣକ  ମାଲକାନଗିରି ଜିଲ୍ଲାରେ ଓଡ଼ିଶା ସଶସ୍ତ୍ର ପୋଲିସର ଚତୁର୍ଥ ବାଟାଲିଅନର କନଷ୍ଟେବଳ ଲଲାଟେନ୍ଦୁ ଦଳେଇ  ବୋଲି ଜଣାପଡିଛି । ହେଲେ ସେ ଦେଢ଼ ବର୍ଷ ଧରି କାର୍ଯ୍ୟ ରେ ଯୋଗନଦେଇ  ଅନେକ ଅପରାଧିକ କାର୍ଯ୍ୟକଳାପ ରେ ସଂପୃକ୍ତ ଥିବା ବେଳେ ଏବେ ବାଇକ୍ ଚୋରି  କରି ଧରାାଡ଼ିଛନ୍ତି । ତେବେ ଆଠଗଡ଼ ଥାନା ଗୁହାଳ ପଡ଼ିଆରୁ ଏକ ହିରୋ ଗ୍ଲାମର ଚୋରି ଅଭିଯୋଗ ହେବାପରେ ଆଠଗଡ଼ ପୋଲିସ ଲୁଟ ଗାଡି ଉଦ୍ଧାର କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.