Home ଜିଲ୍ଲା ପରିକ୍ରମା ପୋଖରୀରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ

46

ବାହାନଗା,୧ା୧୨( ଓଡ଼ିଆ ପୁଅ / ଭାରତୀ ଦାସ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସାଆନ୍ତା ଅଞ୍ଚଳର ଜଣେ ଯୁବତୀ ପୋଖରୀ ପଡ଼ି ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ମୃତକ ହେଲେ ସାଆନ୍ତା ର ଦୀନବନ୍ଧୁ ପାତ୍ରଙ୍କ ଝିଅ କ୍ରିଷ୍ଣା(୨୫) । ସେ ମଙ୍ଗଳବାର ପେଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇ ଥିଲେ । ଫଳରେ ଘର ଲୋକେ ଜାଣି ପୋଖରୀ ନିକଟରେ ପହଞ୍ଚି ଖୋଜା ଖୋଜି କରି ପାଣି ଭିତରୁ ପାଇ ନୀଳଗିରି ମେଡ଼ିକାଲକୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ । ଏନେଇ ଖନ୍ତାପଡ଼ା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.