Home Top News ପେଟ୍ରୋଲ ଡିଜେଲ ପରେ ଏବେ ସିଏନ୍‌ଜି ଉପରେ ମହଁଗା ଛାଟ

ପେଟ୍ରୋଲ ଡିଜେଲ ପରେ ଏବେ ସିଏନ୍‌ଜି ଉପରେ ମହଁଗା ଛାଟ

37

ନୂଆ ଦିଲ୍ଲୀ ୪-୪ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ଆଜି ଡିଜେଲର ମୂଲ୍ୟ ୪୦ ରୁ ୪୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୪୦ ରୁ ୪୩ ପଇସା ବୃଦ୍ଧି ପାଇଥିବା ବେଳେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀରେ ସିଏନ୍‌ଜି ର ମୂଲ୍ୟ କେଜି ପିଛା ୨.୫ ଟଙ୍କା ବୃଦ୍ଧି କରି ୬୪.୧୧ ଟଙ୍କାକୁ ବୃଦ୍ଧି କରିଛି। ନୂତନ ମୂଲ୍ୟ ଆଜି, ଏପ୍ରିଲ ୪ ତାରିଖରୁ କାର୍ଯ୍ୟକାରୀ ହେବ।

ତେବେ ସାଧାରଣ ଲୋକଙ୍କ ଉପରେ ମହଁଗାମାଡ଼ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅପର ପକ୍ଷରେ ଦେଖିବାକୁ ଗଲେ ଦୈନିକ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.