Home Top News ଆଜି ପୁଣି ବଢ଼ିଲା ତେଲ ଦର

ଆଜି ପୁଣି ବଢ଼ିଲା ତେଲ ଦର

35

ନୂଆ ଦିଲ୍ଲୀ ୪ – ୪ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୪୦ ରୁ ୪୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୪୦ ରୁ ୪୩ ପଇସା ବୃଦ୍ଧି ପାଇଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୩.୮୧ ୦.୪ ୯୫.୦୭ ୦.୪
ମୁମ୍ବାଇ ସିଟି ୧୧୮.୮୩ ୦.୪୨ ୧୦୩.୦୭ ୦.୪୩
କୋଲକାତା ୧୧୩.୪୫ ୦.୪୨ ୯୮.୨୨ ୦.୪
ଚେନ୍ନାଇ ୧୦୯.୩୪ ୦.୩୮ ୯୯.୪୨ ୦.୩୮
ଭୁବନେଶ୍ୱର ୧୧୦.୭୯ ୦.୪୩ ୧୦୦.୫୪ ୦.୪୨

ଜାଣି ନିଅନ୍ତୁ ଜେଶ ତଥା ରାଜ୍ୟର ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ କ୍ରମରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୩.୮୧ ୧୦୩.୪୧ ୦.୪
କୋଲକାତା ୧୧୩.୪୫ ୧୧୩.୦୩ ୦.୪୨
ମୁମ୍ବାଇ ୧୧୮.୮୩ ୧୧୮.୪୧ ୦.୪୨
ଚେନ୍ନାଇ ୧୦୯.୩୪ ୧୦୮.୯୬ ୦.୩୮
ଗୁରୁଗାଓଁ ୧୦୪.୦୬ ୧୦୩.୮୬ ୦.୨
ନୋଏଡା ୧୦୪ ୧୦୩.୪୭ ୦.୫୩
ବାଙ୍ଗାଲୋର ୧୦୯.୪୧ ୧୦୮.୯୯ ୦.୪୨
ଭୁବନେଶ୍ୱର ୧୧୦.୭୮ ୧୧୦.୭୬ ୦.୦୨
ଚଣ୍ଡିଗଡ଼ ୧୦୩.୧୭ ୧୦୨.୭୮ ୦.୩୯
ହାଇଦ୍ରାବାଦ ୧୧୭.୬୮ ୧୧୭.୨୩ ୦.୪୫
ଜୟପୁର ୧୧୬.୨୭ ୧୧୬.୮୨ -୦.୫୫
ଲକ୍ଷ୍ନୌ ୧୦୩.୫୨ ୧୦୩.୦୧ ୦.୫୧
ପାଟନା ୧୧୫.୪୫ ୧୧୪.୪୬ ୦.୯୯
ତ୍ରୀଭେନ୍ଦ୍ରମ୍ ୧୧୫.୩୪ ୧୧୫.୩ ୦.୦୪
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୫.୦୭ ୯୪.୬୭ ୦.୪
କୋଲକାତା ୯୮.୨୨ ୯୭.୮୨ ୦.୪
ମୁମ୍ବାଇ ୧୦୩.୦୭ ୧୦୨.୬୪ ୦.୪୩
ଚେନ୍ନାଇ ୯୯.୪୨ ୯୯.୦୪ ୦.୩୮
ଗୁରୁଗାଓଁ ୯୫.୩ ୯୫.୧ ୦.୨
ନୋଏଡା ୯୫.୫୫ ୯୫.୦୨ ୦.୫୩
ବାଙ୍ଗାଲୋର ୯୩.୨୩ ୯୨.୮୩ ୦.୪
ଭୁବନେଶ୍ୱର ୧୦୦.୫୩ ୧୦୦.୫୧ ୦.୦୨
ଚଣ୍ଡିଗଡ଼ ୮୯.୩୪ ୮୮.୯୭ ୦.୩୭
ହାଇଦ୍ରାବାଦ ୧୦୩.୭୫ ୧୦୩.୩୨ ୦.୪୩
ଜୟପୁର ୯୯.୨୯ ୯୯.୭୭ -୦.୪୮
ଲକ୍ଷ୍ନୌ ୯୫.୦୯ ୯୪.୫୯ ୦.୫
ପାଟନା ୧୦୦.୨୯ ୯୯.୩୫ ୦.୯୪
ତ୍ରୀଭେନ୍ଦ୍ରମ୍ ୧୦୨.୧୬ ୧୦୨.୧୧ ୦.୦୫
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୧୨.୪୯ ୧୧୧.୭୮ ୦.୭୧
ବାଲେଶ୍ୱର ୧୧୧.୨୨ ୧୧୦.୫୨ ୦.୭
ବରଗଡ ୧୧୧.୪୯ ୧୧୧.୫୨ -୦.୦୩
ଭଦ୍ରକ ୧୧୧.୩୨ ୧୧୧.୨୨ ୦.୧
ଭୁବନେଶ୍ୱର ୧୧୦.୭୮ ୧୧୦.୭୬ ୦.୦୨
ବଲାଙ୍ଗୀର ୧୧୨.୮ ୧୧୨.୧୨ ୦.୬୮
ବୌଦ୍ଧ ୧୧୨.୩୩ ୧୧୩.୨୧ -୦.୮୮
କଟକ ୧୧୦.୮୭ ୧୧୦.୭୫ ୦.୧୨
ଦେବଗଡ଼ ୧୧୧.୬ ୧୧୧.୫୧ ୦.୦୯
ଢେଙ୍କାନାଳ ୧୧୧.୭୬ ୧୧୧.୧୫ ୦.୬୧
ଗଜପତି ୧୧୨.୭ ୧୧୨.୯ -୦.୨
ଗଞ୍ଜାମ ୧୧୨.୨୬ ୧୧୧.୮୩ ୦.୪୩
ଜଗତସିଂହପୁର ୧୧୦.୫୮ ୧୧୦.୧୫ ୦.୪୩
ଯାଜପୁର ୧୧୦.୯୮ ୧୧୧.୦୩ -୦.୦୫
ଝାରସୁଗୁଡ଼ା ୧୧୦.୮୩ ୧୧୦.୨୭ ୦.୫୬
କଳାହାଣ୍ଡି ୧୧୪.୫୭ ୧୧୩.୬୪ ୦.୯୩
କନ୍ଧମାଳ ୧୧୩.୫୪ ୧୧୩.୧୧ ୦.୪୩
କେନ୍ଦ୍ରାପଡା ୧୧୧.୧୩ ୧୧୦.୧୪ ୦.୯୯
କେନ୍ଦୁଝର ୧୧୧.୬୨ ୧୧୨.୪ -୦.୭୮
ଖୋର୍ଦ୍ଧା ୧୧୦.୭୮ ୧୧୦.୭୬ ୦.୦୨
କୋରାପୁଟ ୧୧୫.୨୨ ୧୧୫.୧୬ ୦.୦୬
ମାଲକାନଗିରି ୧୧୬.୮ ୧୧୬.୦୮ ୦.୭୨
ମୟୁରଭଞ୍ଜ ୧୧୧.୧୭ ୧୧୧.୧୧ ୦.୦୬
ନବରଙ୍ଗପୁର ୧୧୪.୮୫ ୧୧୪.୬୪ ୦.୨୧
ନୟାଗଡ଼ ୧୧୧.୨୩ ୧୧୦.୮୬ ୦.୩୭
ନୂଆପଡ଼ା ୧୧୩.୭୭ ୧୧୩.୬୭ ୦.୧
ପୁରୀ ୧୧୧.୦୧ ୧୧୦.୪୩ ୦.୫୮
ରାୟଗଡ଼ା ୧୧୪.୩୨ ୧୧୩.୩୩ ୦.୯୯
ସମ୍ବଲପୁର ୧୧୨.୦୯ ୧୧୧.୦୭ ୧.୦୨
ସୋନପୁର ୧୧୧.୮୬ ୧୧୧.୫୧ ୦.୩୫
ସୁନ୍ଦରଗଡ ୧୧୧.୨୪ ୧୧୦.୪୯ ୦.୭୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୨.୧୮ ୧୦୧.୪୯ ୦.୬୯
ବାଲେଶ୍ୱର ୧୦୦.୯୮ ୧୦୦.୨୯ ୦.୬୯
ବରଗଡ ୧୦୧.୨୫ ୧୦୧.୨୬ -୦.୦୧
ଭଦ୍ରକ ୧୦୧.୦୮ ୧୦୦.୯୭ ୦.୧୧
ଭୁବନେଶ୍ୱର ୧୦୦.୫୩ ୧୦୦.୫୧ ୦.୦୨
ବଲାଙ୍ଗୀର ୧୦୨.୫ ୧୦୧.୮୩ ୦.୬୭
ବୌଦ୍ଧ ୧୦୨.୦୩ ୧୦୨.୮୬ -୦.୮୩
କଟକ ୧୦୦.୬୧ ୧୦୦.୪୯ ୦.୧୨
ଦେବଗଡ଼ ୧୦୧.୩୫ ୧୦୧.୨୫ ୦.୧
ଢେଙ୍କାନାଳ ୧୦୧.୪୯ ୧୦୦.୮୮ ୦.୬୧
ଗଜପତି ୧୦୨.୩୯ ୧୦୨.୫୬ -୦.୧୭
ଗଞ୍ଜାମ ୧୦୧.୯୬ ୧୦୧.୫୪ ୦.୪୨
ଜଗତସିଂହପୁର ୧୦୦.୩୩ ୯୯.୯ ୦.୪୩
ଯାଜପୁର ୧୦୦.୭୧ ୧୦୦.୭୫ -୦.୦୪
ଝାରସୁଗୁଡ଼ା ୧୦୦.୬ ୧୦୦.୦୬ ୦.୫୪
କଳାହାଣ୍ଡି ୧୦୪.୨୧ ୧୦୩.୩ ୦.୯୧
କନ୍ଧମାଳ ୧୦୩.୨ ୧୦୨.୭୭ ୦.୪୩
କେନ୍ଦ୍ରାପଡା ୧୦୦.୮୬ ୯୯.୮୯ ୦.୯୭
କେନ୍ଦୁଝର ୧୦୧.୩୩ ୧୦୨.୧ -୦.୭୭
ଖୋର୍ଦ୍ଧା ୧୦୦.୫୩ ୧୦୦.୫୧ ୦.୦୨
କୋରାପୁଟ ୧୦୪.୮୪ ୧୦୪.୭୬ ୦.୦୮
ମାଲକାନଗିରି ୧୦୬.୩୫ ୧୦୫.୬୫ ୦.୭
ମୟୁରଭଞ୍ଜ ୧୦୦.୯୩ ୧୦୦.୮୬ ୦.୦୭
ନବରଙ୍ଗପୁର ୧୦୪.୪୮ ୧୦୪.୨୭ ୦.୨୧
ନୟାଗଡ଼ ୧୦୦.୯୭ ୧୦୦.୬ ୦.୩୭
ନୂଆପଡ଼ା ୧୦୩.୪୪ ୧୦୩.୩୩ ୦.୧୧
ପୁରୀ ୧୦୦.୭୬ ୧୦୦.୧୯ ୦.୫୭
ରାୟଗଡ଼ା ୧୦୩.୯୪ ୧୦୨.୯୮ ୦.୯୬
ସମ୍ବଲପୁର ୧୦୧.୮୨ ୧୦୦.୮୨
ସୋନପୁର ୧୦୧.୬ ୧୦୧.୨୫ ୦.୩୫
ସୁନ୍ଦରଗଡ ୧୦୧ ୧୦୦.୨୭ ୦.୭୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.