Home Coronavirus Outbreak ପୁରୀ ଜିଲାରେ ୧୩୫ ଜଣ କୋଭିଡ୍ ଆକ୍ରାନ୍ତ ଚହ୍ନଟ

ପୁରୀ ଜିଲାରେ ୧୩୫ ଜଣ କୋଭିଡ୍ ଆକ୍ରାନ୍ତ ଚହ୍ନଟ

64

ପୁରୀ, ୨୮/୮- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପୁରୀ ଜିଲାରେ ୧୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ସୁଧା ଜିଲାରେ ୩୨୦୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୫୯ ଜଣ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ଜିଲାର ବିଭିନ୍ନ କୋଭିଡ୍ ଚିକିତ୍ସାଳୟ ରେ ୯୨୮ ଜଣ ଆକ୍ଟିଭ ଚିକିତ୍ସାଧିନ ରହିଛନ୍ତି। ଆଜି ସୁଧା ୫୭, ୦୯୮ ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ବର୍ତମାନ ଜିଲାରେ ୪୪ ଟି କନଟେନମେଂଟ ଜୋନ କାର୍ଯ୍ୟକାରୀ ହେଉଛି। ଜିଲାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଂଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.