Home ଓଡ଼ିଶା ପୁଣି ଜବତ ହେଲା ଧଳା ଜହର

ପୁଣି ଜବତ ହେଲା ଧଳା ଜହର

371

ବାଲେଶ୍ଵର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ବାଲେଶ୍ୱରରୁ ପୁଣି ୭୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ପଶ୍ଚିମବଙ୍ଗରୁ ଜଳେଶ୍ୱରକୁ ବ୍ରାଉନସୁଗାର ଚାଲାଣ କରୁଥିବା ସମୟରେ ଜଳେଶ୍ୱର ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି ପୋଲିସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ତେବେ ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ଗିରଫ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.