Home ଓଡ଼ିଶା ଯୋଡା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ ଯୋଗଦାନ

ଯୋଡା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ ଯୋଗଦାନ

103

ଯୋଡା, ୧୭/୧୦ (ଓଡିଆ ପୁୁଅ / ସେକ୍ ଜାବିର ମହମ୍ମଦ) : ଯୋଡାରେ ଗୁରୁବାର ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ରାଇସେନ ମୁର୍ମୁ ଯୋଗଦେଇଥିବା ଜଣାପଡିଛି । ଥାନା ଅଧିକାରୀ ବିଜୟ ମହାପାତ୍ରଙ୍କ ହରିଚନ୍ଦନପୁର ଥାନାକୁ ବଦଳି ପରେ ଯୋଡା ଭଳି ଏକ ଖଣି ତଥା ସୀମାନ୍ତ ଅପରାଧ ପ୍ରବଣ ଥାନାରେ ଅଧିକାରୀଙ୍କ ପଦବୀଟି ଦିର୍ଘ ଦିନ ଧରି ଖାଲି ପଡିଥିଲା । ଶ୍ରୀ ମୁର୍ମୁ ଜଣେ ଦକ୍ଷ ଅଧିକାରୀ ଭାବେ ସମଗ୍ର ରାଜ୍ୟରେ ପରିଚିତ । ୧୯ ବର୍ଷ ଚାକିରି ଜୀବନରେ ସେ ପ୍ରଥମେ ବ୍ରହ୍ମପୁରରେ ଯୋଗଦାନ କରି ପରବର୍ତ୍ତି ସମୟରେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ସୁକିନ୍ତା, କଳିଙ୍ଗ ନଗର, ରାଉରକେଲା ପ୍ରଭୁତି ଥାନାରେ ସଫଳ ପରିଚାଳନା କରି ଆସିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.