Home ଓଡ଼ିଶା ପୁଣି ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ

ପୁଣି ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ

2149

ବାଲିଗୁଡ଼ା,୧୯/୦୯,(ଓଡ଼ିଆ ପୁଅ ପି ନାଏକ): କେବେ ଥମିବ ଲଜ୍ଜା । ଦିନକୁ ଦିନ ନିରୀହ କୋମଳ ମତି ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର କେବେ ବନ୍ଦ ହେବ । ଆଉ ଏଥିପାଇଁ କେବେ ତେତିଶ ପ୍ରଶାସନ । ଏଭଳି ଘଟଣା ଭିତରେ କନ୍ଧମାଳରେ ପୁଣି ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ଆସିଛି । ପରିବାର ଲୋକଙ୍କ କହିବା ଅନୁସାରେ, ସେହି ଗାଁର ଜଣେ ବ୍ୟକ୍ତି ଉକ୍ତ ବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ଛାତ୍ରୀ ଜଣଙ୍କୁ ଏ ବିଷୟରେ କହିବା ପରେ ଲୋକ ଲୋଚନକୁ ଏହା ଆସିଥିଲା । ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.