Home Top News ପାଟନା-ଭୁବନେଶ୍ୱର ସିଧା ବିମାନ ନୂଆ ସମୟ ସୂଚୀ ଜାରୀ

ପାଟନା-ଭୁବନେଶ୍ୱର ସିଧା ବିମାନ ନୂଆ ସମୟ ସୂଚୀ ଜାରୀ

60

ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ଡିଜିସିଏଙ୍କ ଅନୁମତି କ୍ରମେ ପାଟନା ବିମାନ ବନ୍ଦର ପ୍ରଶାସନ ଏକ ନୂତନ ଉଡ଼ାଣ ସୂଚୀ ଜାରି କରିଛି। ଏଥିରେ ଭୁବନେଶ୍ୱର ପାଇଁ ଇଣ୍ଡିଗୋର ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଚଣ୍ଡିଗଡ଼-ପାଟନା-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ନୂତନ ବିମାନ ୬E୬୩୯୪ ସକାଳ ୯:୨୫ ରେ ପାଟନା ବିମାନ ବନ୍ଦରରେ ପହଞ୍ଚି ସକାଳ ୯:୫୫ ରେ ପ୍ରସ୍ଥାନ କରିବ। ଡିସେମ୍ବରରେ ଏହି ବିମାନ ବନ୍ଦ ରହିଥିଲା। ଏହା ପୁଣି ଆରମ୍ଭ ହେବା ପରେ ପାଟନା ବାସିନ୍ଦାଙ୍କ ପାଇଁ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହଜ ହେବ। ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ନୂତନ ସମୟସୂଚୀ କାର୍ଯ୍ୟକାରୀ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.