Home Top News ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ହରାଇବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଉଦ୍ଧବ ଠାକରେ

ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ହରାଇବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଉଦ୍ଧବ ଠାକରେ

67

ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ଉଦ୍ଧବ ଠାକୁରଙ୍କୁ ଏକ ବଡ଼ ଧକ୍କା ଲାଗିଛି। ଗତକାଲି ସର୍ଭେ ପ୍ୟାନେଲ ଏକନାଥ ସିନ୍ଦେଙ୍କ ଦଳର ନାମ ଏବଂ ନିର୍ବାଚନ ଚିହ୍ନ ଧନୁ-ତୀର ଉପରେ ଦାବିକୁ ସ୍ପଷ୍ଟ କରିଛନ୍ତି।

ତେବେ ଏହା ବିରୁଦ୍ଧରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ଏକନାଥ ସିନ୍ଦେ ମେଣ୍ଟକୁ ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିବାର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.