Home Top News ପାଟନାରେ ପକ୍ଷୀ ସହିତ ବିମାନ ଧକ୍କା

ପାଟନାରେ ପକ୍ଷୀ ସହିତ ବିମାନ ଧକ୍କା

71

ପାଟନା ୨୮-୮ (ଓଡ଼ିଆ ପୁଅ/ପ୍ରଭାକର ଦଳାଇ) ଏଥି ସହ ପାଟନାଠାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଶୁକ୍ରବାର ସକାଳେ ପକ୍ଷୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଇଞ୍ଜିନର ତିନୋଟି ବ୍ଲେଡ୍ ଭାଙ୍ଗି ଯାଇଛି। ଏହା ପରେ ପାଇଲଟ ବିମାନଟି ପାଟନା ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନରେ ୧୨୦ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କୁ ଦୁଇଟି ବିମାନ ଦ୍ୱାରା ରାଜଧାନୀକୁ ପଠାଯାଇଥିଲା। ଯାତ୍ରୀମାନେ ବିମାନବନ୍ଦରରେ ମଧ୍ୟ ଅନେକ ରାକସ୍ ସୃଷ୍ଟି କରିଥିଲେ। ଇଞ୍ଜିନିୟରମାନେ ବିମାନଟି ଠିକ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିଲେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.