Home କେନ୍ଦୁଝର ପାଟଣା ବ୍ଲକର ଜି.ଆର.ଏସ୍ ଙ୍କ ବଦଳି

ପାଟଣା ବ୍ଲକର ଜି.ଆର.ଏସ୍ ଙ୍କ ବଦଳି

187

ପାଟଣା ୩୦-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି)- କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ୨୯୦ ଜଣ ଜି.ଆର.ଏସ୍ ଙ୍କ ଚିଠି ନମ୍ବର ୧୮୫୭୮ ରେ ବଦଳି ପାଈଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଧେଶ ହୋଇଛି। ପାଟଣା ବ୍ଲକର ୨୦ ଟି ପଞ୍ଚାୟତ ର ଜି ଆର ଏସ୍ ମାନଙ୍କ ବଦଳି ହୋଇଛି ବଡ଼ ପାଟଣା ପଞ୍ଚାୟତ ର ଜି.ଆର.ଏସ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ମିରିଗିଖୋଜି ଗ୍ରାମ ପଞ୍ଚାୟତକୁ ବଦଳି ହୋଇଛି ସେହି ପରି ବାଉଁଷୁଳି ଗ୍ରାମ ପଞ୍ଚାୟତର ଜି.ଆର.ଏସ ଦୁର୍ଲଭ ମହାନ୍ତଙ୍କର ଚେମେଣାକୁ ବୁଢ଼ୀକାପୁଡି ର ଜି ଆର ଏସ ନିରାକାର ମହାନ୍ତଙ୍କ ରାଜନଗରକୁ ଚାଖୁଣ୍ଡାପାଳ ପଞ୍ଚାୟତର ଜି ଆର ଏସ ଟୁନି ମଣି ମହାନ୍ତଙ୍କର ଖିରେଇଟାଙ୍ଗିରି ପଞ୍ଚାୟତ କୁ ଚେମେଣା ପଞ୍ଚାୟତ ର ଜି ଆର ଏସ ହରେକୃଷ୍ଣ ମହାନ୍ତଙ୍କର କଣ୍ଟିଆପଡାକୁ ଚିନାମାଳି ପଶି ପଞ୍ଚାୟତର ଜି.ଆର.ଏସ ଶର୍ମିଷ୍ଠା ପ୍ରଧାନଙ୍କର ପୋଲାଣଘାଟି ପଞ୍ଚାୟତକୁ ଡୁମୁରିଆ ପଞ୍ଚାୟତର ଜି ଆର ଏସ ଦୀପକ କୁମାର ମହାନ୍ତ ଙ୍କର ମୂଷାଖରୀ ପଞ୍ଚାୟତ କୁ ଏରେଣ୍ଡେଇ ପଞ୍ଚାୟତ ର ଜି ଆର ଏସ ତ୍ରିନାଥ ମହାନ୍ତ ଙ୍କର ଡୁମୁରିଆ କୁ ଯମୁନା ପଶି ପଞ୍ଚାୟତ ର ଜିଆର ଏସ ଜାତୀନ୍ଦ୍ର ମହାନ୍ତ ଙ୍କର ତୁରୁମୁଙ୍ଗା ପଞ୍ଚାୟତ କୁ କଣ୍ଟିଆପଡା ପଞ୍ଚାୟତ ର ଜି ଆର ଏସ ନଟବର ମହାନ୍ତ ଙ୍କର ବାଉଁଶୁଳି ପଞ୍ଚାୟତ କୁ କେନ୍ଦେଇପଶି ପଞ୍ଚାୟତ ର ଜି ଆର ଏସ ମିର୍ମଳ କୁମାର ମହାନ୍ତଙ୍କର ବଡ଼ ପାଟଣା ପଞ୍ଚାୟତ କୁ ଖିରେଇଟାଙ୍ଗିରି ପଞ୍ଚାୟତ ର ଜିଆର ଏସ ହୀରଣ୍ୟ ମହାନ୍ତ ଙ୍କର ଚାଖୁଣ୍ଡାପାଳ ପଞ୍ଚାୟତ କୁ ମିରିଗିଖୋଜି ପଞ୍ଚାୟତ ର ଜି ଆର ଏସ ଜୟଶ୍ରୀ ବାରିକ ଙ୍କର ଏରେଣ୍ଡେଇ କୁ ମୁରୁସୁଆଁ ପଞ୍ଚାୟତ ର ଜି ଆର ଏସ ତପସ୍ୱିନୀ ମହାନ୍ତ ଙ୍କର ଯମୁନା ପଶି ପଞ୍ଚାୟତ କୁ ମୂଷାଖରୀ ଜି ଆର ଏସ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଙ୍କର କେନ୍ଦେଇପଶି ପଞ୍ଚାୟତ କୁ ପୋଲାଣ ଘାଟି ପଞ୍ଚାୟତ ର ଜିଆଏସ ପଲ୍ଲଭି ଙ୍କର ଚିନାମାଳିପଶି କୁ ରାଜନଗର ପଞ୍ଚାୟତ ର ଜି ଆର ଏସ ମଦନ ମୋହନ ରାଉତ ଙ୍କର ବୁଢ଼ୀକାପୁଡି ପଞ୍ଚାୟତ କୁ ସୋରାସକେଲା ପଞ୍ଚାୟତ ର ଜି ଆର ଏସ ଶ୍ରବଣ କୁମାର ପଲେଇ ଙ୍କ ର ଟାଙ୍ଗରପଡା ପଞ୍ଚାୟତ କୁ ଟାଙ୍ଗର ପଡା ପଞ୍ଚାୟତ ର ଜି ଆର ଏସ ସ୍ୱଦେଶ କୁମାର ସାହୁଙ୍କ ର ସୋରାସକେଲା ପଞ୍ଚାୟତ କୁ ସେହିପରି ତୁରୁମୁଙ୍ଗା ପଞ୍ଚାୟତ ର ଜି ଆର ଏସ ସତ୍ୟ ନାରାୟଣ ସାହୁ ଙ୍କର ମୁରୁସୁଆଁ ପଞ୍ଚାୟତ କୁ ବଦଳି ହୋଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଡିସେମ୍ବର ୧ ରୁ ନିଜ ନିଜ ବଦଳି ସ୍ଥାନରେ ଯୋଗ ଦେବାକୁ କଡା ନିର୍ଦ୍ଧେଶ ଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.