Home ଓଡ଼ିଶା ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର

ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର

52

ରାତ୍ରୀ ସମୟରେ ପର୍ଯ୍ୟଟକଙ୍କ ସୁବିଧା ଅନୁଯାୟୀ ଏହି ସ୍ମାରକୀ ଚତୁଃର୍ପାଶ୍ୱରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଏବଂ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରାଳୟ । ଏଥିସହ ସମଗ୍ର ଭାରତରେ ଥିବା ଜନପ୍ରିୟ ସ୍ମାରକୀଗୁଡ଼ିକ ମଧ୍ୟରୁ ୧୦ଟି ସ୍ମାରକୀକୁ ସୂର୍ଯ୍ୟଦୟରୁ ରାତି ୯ଟା ଯାଏଁ ଖୋଲା ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.