Home ଓଡ଼ିଶା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା

ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା

97

ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟସ୍‌ମ୍ୟାନ ତଥା ଅଧିନାୟକ ବିରାଟ କୋହଲିଙ୍କ ତୃତୀୟ ବିବାହ ବାର୍ଷିକୀ। ଏଥିସହ ସେ ପିତୃତ୍ୱ ଲାଭ କରିବାକୁ ଯାଉଛନ୍ତି। ଏଥିପାଇଁ ଭାଷ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ସାହୁ ଏକ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଶୁଭେଚ୍ଛା ଯଣାଉଛନ୍ତି। ଏଥିସହ ଟୁଇଟର ଜରିଆରେ ମଧ୍ୟ ସେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.