Home କୋରାପୁଟ ପଟ୍ଟାଙ୍ଗୀ ବିଧାୟକଙ୍କ ଦ୍ୱାରା ମାସ୍କ ବଂଟନ

ପଟ୍ଟାଙ୍ଗୀ ବିଧାୟକଙ୍କ ଦ୍ୱାରା ମାସ୍କ ବଂଟନ

32

କୋରାପୁଟ ୧୩-୦୭(ଓଡିଆ ପୁଅ /ରଂଜନ ଦାସ)ନନ୍ଦପୁର ଓ ହିକିମପୁଟ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ଲୋକମାନଙ୍କୁ ମାସ୍କ ବଂଟନ କରିଥିଲେ ।ବିଧାୟକ ପାଣ୍ଠିରୁ ୫୫ ହଜାର ମାସ୍କ କ୍ରୟ କରାଯାଇ ୨୩ ଗୋଟି ପଂଚାୟତରେ ମାସ୍କ ବଂଟନ କରାଯିବ ବୋଲି ଜଣାପଡିଛି ।ପ୍ରତ୍ୟେକ ପଂଚାୟତରେ ଅନୁନ୍ୟ ୨୫୦୦ ଲୋକଙ୍କୁ ମାସ୍କ ବଂଟନ କରାଯିବା ବୋଲି ବିଧାୟକ ଶ୍ରୀ ପାଢୀ ପ୍ରକାଶ କରିବା ସହ କରୋନାରେ ଆକ୍ରାନ୍ତ ହୋଇ କିଭଳି ଲୋକ  ଓ ପରିବାରଠୁ ଦୂରେଇ ରହିବାର ଅଭିଜ୍ଞତାକୁ ସେ ବର୍ଣ୍ଣନା କରିଥିଲେ ।ନନ୍ଦପୁର ଭାରପ୍ରାପ୍ତ ବିଡିଓ ରଜନୀକାନ୍ତ ଦାସ ଯୋଗଦେଇ କୋଭିଡ ନିୟମକୁ ପାଳନ କରିବାକୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.