Home Coronavirus Outbreak ୧୧୮ ଦିନ ପରେ ଦେଶରେ ସବୁଠାରୁ କମ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧,...

୧୧୮ ଦିନ ପରେ ଦେଶରେ ସବୁଠାରୁ କମ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧, ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦୨୦ ମୃତ୍ୟୁ

42

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ୩୧, ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୩୨୭୭୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୪୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୦୦୬୩୭୨୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୯୦୦୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୨୮% କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୮୧୨୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨, ୦୨୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୧୦୭୮୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୪୦%

ଆରୋଗ୍ୟ ହୋଇଛନ୍ତି ୯୭.୨୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୨୮% ରେ ଅଛି।

କ୍ରମାଗତ ୨୨ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୧.୮୧% ରେ, ୩% ରୁ କମ୍।

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୮, ୧୪, ୬୭, ୬୪୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୦, ୬୫, ୮୬୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୩, ୪୦, ୫୮, ୧୩୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୪୦, ୩୨୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୩୫୫ ୧୨୯
ଆନ୍ଧ୍ରପ୍ରଦେଶ ୨୭୧୯୫ ୧୮୮୪୨୦୨ ୩୦୪୧ ୧୩୦୨୪ ୨୨
ଅରୁଣାଚଳ ପ୍ରଦେଶ ୩୯୧୮ ୩୬୨୭୪ ୩୬୪ ୧୯୧
ଆସାମ ୨୦୯୪୧ ୫୧୦୪୩୨ ୨୯୧୬ ୪୮୬୫ ୩୭
ବିହାର ୭୮୯ ୭୧୨୯୪୭ ୧୨୭ ୯୬୧୯
ଚଣ୍ଡିଗଡ଼ ୯୩ ୬୦୯୩୯ ୧୩ ୮୦୯
ଛତିଶଗଡ ୪୫୧୭ ୯୮୦୨୭୫ ୫୬୪ ୧୩୪୭୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୧ ୧୦୫୬୩
ଦିଲ୍ଲୀ ୬୯୩ ୧୪୦୯୪୧୭ ୯୨ ୨୫୦୧୮
୧୦ ଗୋଆ ୧୭୭୦ ୧୬୩୯୫୭ ୧୮୬ ୩୦୯୭
୧୧ ଗୁଜୁରାଟ ୮୦୧ ୮୧୩୩୯୯ ୧୬୧ ୧୦୦୭୪
୧୨ ହରିୟାଣା ୯୦୨ ୭୫୮୮୪୯ ୫୯ ୯୫୫୬
୧୩ ହିମାଚଳ ପ୍ରଦେଶ ୧୨୦୭ ୧୯୯୦୨୦ ୧୩୨ ୩୪୯୨
୧୪ ଜାମ୍ମୁ କାଶ୍ମୀର ୨୭୦୯ ୩୧୧୭୮୨ ୪୪୮ ୪୩୫୭
୧୫ ଝାଡଖଣ୍ଡ ୩୯୦ ୩୪୦୮୬୨ ୬୪ ୫୧୧୯
୧୬ କର୍ଣ୍ଣାଟକ ୩୪୮୮୧ ୨୮୦୧୯୦୭ ୩୨୦୪ ୩୫୮୯୬ ୬୧
୧୭ କେରଳ ୧୧୧୫୭୮ ୨୯୪୬୮୭୦ ୧୧୪୪୭ ୧୪୬୮୬ ୧୦୦
୧୮ ଲଦାଖ ୧୦୪ ୧୯୮୯୪ ୧୫ ୨୦୬
୧୯ ଲକ୍ଷଦୀପ ୧୨୦ ୯୮୫୧ ୪୮ ୪୯
୨୦ ମଧ୍ୟପ୍ରଦେଶ ୪୧୫ ୭୮୦୭୩୫ ୧୦୫୦୬ ୧୪୮୧
୨୧ ମହାରାଷ୍ଟ୍ର ୧୧୧୬୨୨ ୫୯୨୭୭୫୬ ୧୫୨୭୭ ୧୨୬୦୨୪ ୧୪୬
୨୨ ମଣିପୁର ୭୫୨୦ ୬୯୮୧୪ ୫୯୦ ୧୨୮୭ ୧୫
୨୩ ମେଘାଳୟ ୪୧୧୦ ୪୯୮୩୦ ୫୨୩ ୯୧୩
୨୪ ମିଜୋରାମ ୪୭୮୭ ୧୯୮୦୩ ୧୮୫ ୧୧୨
୨୫ ନାଗାଲାଣ୍ଡ ୯୫୯ ୨୪୫୮୨ ୮୪ ୫୧୧
୨୬ ଓଡ଼ିଶା ୨୧୬୮୩ ୯୧୫୪୦୦ ୨୯୩୭ ୪୬୬୨ ୬୩
୨୭ ପୁଡୁଚେରୀ ୧୪୧୩ ୧୧୫୮୭୩ ୧୭୧ ୧୭୭୧
୨୮ ପଞ୍ଜାବ ୧୪୯୪ ୫୮୦୦୨୭ ୧୯୮ ୧୬୧୯୩
୨୯ ରାଜସ୍ଥାନ ୬୬୧ ୯୪୩୫୫୩ ୭୪ ୮୯୪୫
୩୦ ସିକ୍କିମ୍ ୨୨୨୫ ୧୯୮୫୫ ୧୩୦ ୩୧୭
୩୧ ତାମିଲନାଡୁ ୩୧୮୧୯ ୨୪୫୬୧୬୫ ୩୧୦୪ ୩୩୪୫୪ ୩୬
୩୨ ତେଲେଙ୍ଗାନା ୧୦୧୪୮ ୬୧୮୪୯୬ ୮୫୮ ୩୭୩୫
୩୩ ତ୍ରିପୁରା ୪୨୪୫ ୬୬୩୫୩ ୪୧୯ ୭୧୭
୩୪ ଉତ୍ତରାଖଣ୍ଡ ୯୩୨ ୩୩୨୯୫୭ ୨୧୧ ୭୩୪୧
୩୫ ଉତ୍ତରପ୍ରଦେଶ ୧୫୭୬ ୧୬୮୩୧୭୦ ୧୧୨ ୨୨୭୦୦
୩୬ ପଶ୍ଚିମବଙ୍ଗ ୧୪୫୩୧ ୧୪୮୦୫୫୬ ୧୨୪୪ ୧୭୯୨୭ ୧୧
ମୋଟ ୪୩୨୭୭୮ ୩୦୦୬୩୭୨୦ ୪୯୦୦୭ ୪୧୦୭୮୪ ୨୦୨୦

ରାଜ୍ୟ କୋଭିଡ ତଥ୍ୟକୁ ପୁନଃ ସମନ୍ୱୟ କରି ଏହାମଧ୍ୟପ୍ରଦେଶ ଏହାର ରିପୋର୍ଟରେ ବ୍ୟାକଲଗ୍ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରିଛି।

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.