Home କୋରାପୁଟ ପଟ୍ଟାଙ୍ଗୀରେ ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଶୁଣାଣୀ , ୬୩ଟି ଅଭିଯୋଗ ଶୁଣିଲେ

ପଟ୍ଟାଙ୍ଗୀରେ ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଶୁଣାଣୀ , ୬୩ଟି ଅଭିଯୋଗ ଶୁଣିଲେ

121

କୋରାପୁଟ ; ତା୧୫-୦୭-୧୯(ଓଡିଆପୁଅ /ରଂଜନ କୁମା ଦାସ)କୋରାପୁଟର ନୂତନ ଜିଲ୍ଲାପାଳ ପୋମା ଟୁଡୁ ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ପ୍ରଥମ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ ।ସମୁଦାୟ ୬୩ ଟି ଅଭିଯୋଗ ଶୁଣାଣୀ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଭାରପ୍ରାପ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ମହେଶ୍ୱର ଚନ୍ଦ୍ର ନାୟକ ,ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.