Home ଜିଲ୍ଲା ପରିକ୍ରମା ନୟାଗଡ଼ ଦଶପଲାରୁ ୨୫ ଲିଟର ଚୋରା ବିଦେଶୀ ମଦ ଜବତ

ନୟାଗଡ଼ ଦଶପଲାରୁ ୨୫ ଲିଟର ଚୋରା ବିଦେଶୀ ମଦ ଜବତ

50

ନୟାଗଡ଼, ୧୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଦଶପଲ୍ଳା ସହରର ତ୍ରିନାଥ ବଜାର ନିକଟରୁ ୨୪ଲିଟର ୭୫୦ ମିଲି ଚୋରା ବିଦେଶୀ ମଦ ପୁଲିସ ଜବତ କରିଛି। ଶନିବାର ଓ ରବିବାର ସଟ୍‌ଡାଉନ ଥିବାର ସୁଯୋଗରେ ବିରବର ବେହେରା ନାମକ ଜଣେ ବ୍ୟକ୍ତି ଏହି ମଦ ନେଇ ଯାଉଥିବାବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। ପୁଲିସ ବିରବରକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.