Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

50

ନୟାଗଡ଼, ୩୧ା୫(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଘଡ଼ୁଆଳ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରୁ କଇଥିଗାଡ଼ିଆ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାେବେଳେ ଏହାକୁ ନେଇ ରାସ୍ତାରୋକ ହେବା ସହ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି କଇଥଗାଡ଼ିଆ ଗ୍ରାମର ବିଜୟ ନାୟକ ଓ ସେ ଲୋନ ରିକଭରି ସଂସ୍ଥାରେ କାର୍ଯ୍ୟ କରୁଥିଲେ। ତେବେ ଯୁବକଙ୍କ ମୃତ୍ୟୁ ହେ୍‌ବା ଘଟଣା ଜଣାପଡ଼ିବା ପରେ ନୟାଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.