Home ଜିଲ୍ଲା ପରିକ୍ରମା ଦର୍ପନାରାୟଣପୁର ଛକରୁ ୨୨୦ ପ୍ୟାକେଟ୍ ବ୍ରାଉନ ସୁଗାର ଜବତ, ୨ ଗିରଫ

ଦର୍ପନାରାୟଣପୁର ଛକରୁ ୨୨୦ ପ୍ୟାକେଟ୍ ବ୍ରାଉନ ସୁଗାର ଜବତ, ୨ ଗିରଫ

37

ନୟାଗଡ଼, ୩୧ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର ଛକ ନିକଟରୁ ପୁଲିସ ୨୨୦ ପ୍ୟାକେଟ୍ ବ୍ରାଉନ ସୁଗାର ଜବତ କରିଥିବାବେଳେ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ଦର୍ପନାରାୟଣପୁର ଛକରେ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ରଣପୁର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଂଚି ସେମାନଙ୍କୁ କାବୁ କରିଥିଲା। ୨୨୦ ପ୍ୟାକେଟ୍‌ ଅର୍ଥାତ ୧୧.୫ ଗ୍ରାମ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୧ଲକ୍ଷ ୨୦ ହଜାର ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.