Home ଓଡ଼ିଶା ନୟାଗଡ଼ରେ ନୂଆ ୧୫ କରୋନା ଚିହ୍ନଟ

ନୟାଗଡ଼ରେ ନୂଆ ୧୫ କରୋନା ଚିହ୍ନଟ

105

ନୟାଗଡ଼, ୧୫ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ବୁଧବାର ୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରଣପୁର ବ୍ଳକର ପୁରୁଷ ୪ଜଣ ଓ ମହିଳା ଜଣେ ଥିଲାବେଳେ ନୂଆଗାଁ ବ୍ଳକ ବାହାଡ଼ାଝୋଲାର ପୁରୁଷ ୮ଜଣ ଓ ମହିଳା ଜଣେ, ଏବଂ ଖଣ୍ଡପଡ଼ା ଏନଏସି ଜଣେ ପୁରୁଷ ରହିଛନ୍ତି। ରଣପୁର ବ୍ଳକର ଜଣେ ସ୍ଥାନୀୟ ସଂକ୍ରମିତ ଓ ସେ ଭୁବନେ୍‌ଶ୍ୱର ରେ ରହୁଥିବାବେଳେ ନୂଆଗାଁ ବ୍ଳକର ୮ଜଣ ସ୍ଥାନୀୟ ସଂକ୍ରମଣ ଓ ଜଣେ ସଂକମିତ ଭୁବନେଶ୍ୱରରେ ରହୁଛନ୍ତି। ସେହିପରି ଖଣ୍ଡପଡ଼ା ଏନଏସିର ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଏବେ ଚିକିତ୍ସାଧିନ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.