Home ଜିଲ୍ଲା ପରିକ୍ରମା ନୂତନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୋଗଦାନ

ନୂତନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୋଗଦାନ

72

ଭୁବନେଶ୍ୱର/ଯାଜପୁର୧୧ା୧୦(ଓଡିଆ ପୁଅ/ବିରଞ୍‌ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଇନ୍ଦ୍ରମଣି ନାୟକ ଶୁକ୍ରବାର ପୂର୍ବାହ୍ନରେ କାର୍ଯ୍ୟଭାର ଗ୍ରହଣ କରିଚ୍ଥନ୍ତି ।  ଶ୍ରୀନାୟକ ଜଗତପୁରରେ ଜି.ଏମ୍‌., ଡି.ଆଇ.ସି., ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ସ୍ଥାନକୁ ଯାଜପୁରରେ ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ମନୋଜ କୁମାର ବେହେରାଙ୍କର ବଦଳି କରାଯାଇଛି ।  ଶ୍ରୀ ବେହେରା ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟାଳୟର କର୍ମଚାରୀ ମାନେ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କୁ ସ୍ୱାଗତ କରିବା ସହ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ୱର୍ଦ୍ଧନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.