Home କେନ୍ଦୁଝର ନୁତନ ବିଆରସିସି ସୁରେଶ କୁମାର ଜେନାଙ୍କ ଦାୟିତ୍ୱ ଗ୍ରହଣ

ନୁତନ ବିଆରସିସି ସୁରେଶ କୁମାର ଜେନାଙ୍କ ଦାୟିତ୍ୱ ଗ୍ରହଣ

1257

ହାଟଡ଼ିହି-୧୮/୪, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଏକମାସ ହେବ ବି.ଆର.ସି.ସି ପଦବୀ ଫାଙ୍କା ପଡିଥିବାବେଳେ ଏବିଇଓ ସୁରେଶ କୁମାର ଜେନାଙ୍କୁ ବିଆରସିସି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦୁଝର ଡିପିସଙ୍କ ଚିଠି ନଂ ୧୦୪୯ତା ୧୬/୦୪/୨୦୨୦ ବଳରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ସୁରେଶ କୁମାର ଜେନାଙ୍କୁ ବି.ଆର.ସି.ସି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀଯୁକ୍ତ ଜେନା ଆଜି କାର୍ଯ୍ୟଭାର ଗ୍ରହଣ କରିବାପରେ କିପରି ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ତୁରନ୍ତ ବହି ବଣ୍ଟନ କରାଯିବ ଓ ବାକି ରହିଯାଇଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆଗେଇ ନିଆଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.