Home ଓଡ଼ିଶା ଧରାପଡିଲେ ବଜ୍ରକାପ୍ତା ବେପାରୀ

ଧରାପଡିଲେ ବଜ୍ରକାପ୍ତା ବେପାରୀ

568

ମୟୁରଭଞ୍ଜ,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ବଜ୍ରକାପ୍ତା କାରବାରରେ ଧରାପଡ଼ିଛନ୍ତି ୬ ବଜ୍ରକାପ୍ତା ବେପାରୀ । ବଜ୍ରକାପ୍ତା କାନିକୁ ଏମାନେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବେଳେ ବନ ବିଭାଗ କର୍ମଚାରୀ ନିଜେ ଗ୍ରାହକ ସାଜି ଏମାନଙ୍କୁ ଧରିଛି । ଗତକାଲି ବିଳମ୍ବିତ ରାତିରେ ଏନେଇ ବିଲ ହେଉଥିବା ବେଳେ ଏମାନେ ବନ ବିଭାଗ ହାବୁଡ଼ରେ ପଡିଛନ୍ତି । ତେବେ ଏମାନଙ୍କ ନିକଟରୁ ୨ଟି ବାଇକ୍ ସହ ୩ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.