Home ଜିଲ୍ଲା ପରିକ୍ରମା ଦୋକାନ ବଜାର ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲା ରଖିବାକୁ ଜିଲାପାଳ ନିର୍ଦ୍ଦେଶ

ଦୋକାନ ବଜାର ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲା ରଖିବାକୁ ଜିଲାପାଳ ନିର୍ଦ୍ଦେଶ

260

ନୟାଗଡ଼, ୨୪ା୬:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ପ୍ରଭାବ ତଥା ଦୋକାନ ବଜାରରେ ସାମାଜିକ ଦୂରତ୍ୱକୁ ମାନୁନଥିବାକୁ ନେଇ ଜିଲାପାଳ ନୂଆ କଟକଣା ଜାରି କରିଛନ୍ତି। ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଭିତରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଥିବାବେଳେ ଗୁରୁବାର ଠାରୁ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଔଷଧ ଦୋକାନ ଖୋଲା ଯିବା ଉପରେ କୌଣସି କଟକଣା କରାଯାଇନାହିଁ। ଏହାକୁ ଯିଏ ଅମାନ୍ୟ କରିବ ତାଙ୍କ ପ୍ରତି କଠୋର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.