Home Coronavirus Outbreak ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ...

ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୯ ମୃତ

41

ନୂଆ ଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ଦୈନିକ ସଂକ୍ରମଣ କିନ୍ତୁ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୧,୫୫୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୬,୪୧,୧୭୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୫୪୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୦,୪୭୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୨୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୭,୭୪୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୭%

ଆରୋଗ୍ୟ ହୋଇଛନ୍ତି ୯୮.୨୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୫, ୪୩, ୧୩, ୯୭୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୬, ୯୧, ୧୭୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୦, ୭୦, ୬୨, ୬୧୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୭୬, ୮୫୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୭ ୧୨୯
ଆନ୍ଧ୍ରପ୍ରଦେଶ ୪୮୩୭ ୨୦୪୬୫୧୨ ୩୮୫ ୧୪୩୬୭
ଅରୁଣାଚଳ ପ୍ରଦେଶ ୧୦୮ ୫୪୭୫୫ ୧୬ ୨୮୦
ଆସାମ ୩୭୯୧ ୬୦୦୩୬୭ ୨୭୮ ୫୯୯୨
ବିହାର ୪୫ ୭୧୬୩୭୯ ୯୬୬୧
ଚଣ୍ଡିଗଡ଼ ୩୦ ୬୪୪୯୦ ୮୨୦
ଛତିଶଗଡ ୩୦୦ ୯୯୨୧୧୦ ୧୩ ୧୩୫୭୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୨
ଦିଲ୍ଲୀ ୩୩୪ ୧୪୧୪୩୬୩ ୪୮ ୨୫୦୯୧
୧୦ ଗୋଆ ୪୧୧ ୧୭୪୨୮୯ ୭୩ ୩୩୬୩
୧୧ ଗୁଜୁରାଟ ୧୯୨ ୮୧୬୨୪୬ ୧୪ ୧୦୦୮୮
୧୨ ହରିୟାଣା ୧୩୩ ୭୬୧୦୪୭ ୧୨ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୯୭୮ ୨୧୮୧୫୦ ୨୩୨ ୩୭୪୮
୧୪ ଜାମ୍ମୁ କାଶ୍ମୀର ୮୭୨ ୩୨୬୭୪୯ ୮୧ ୪୪୩୨
୧୫ ଝାଡଖଣ୍ଡ ୯୩ ୩୪୩୫୦୫ ୭୬ ୫୧୩୮
୧୬ କର୍ଣ୍ଣାଟକ ୮୬୫୫ ୨୯୪୦୯୭୮ ୩୦୫ ୩୮୦୬୧
୧୭ କେରଳ ୭୯୩୩୧ ୪୮୪୩୫୭୬ ୬୬୪୮ ୩୧୧୫୬ ୪୭୧
୧୮ ଲଦାଖ ୫୮ ୨୦୬୭୫ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୧୧୩ ୭୮୨୧୯୫ ୧୧ ୧୦୫୨୪
୨୧ ମହାରାଷ୍ଟ୍ର ୨୨୦୮୪ ୬୪୪୭୦୩୮ ୧୫୮୪ ୧୪୦୧୭୦ ୩୬
୨୨ ମଣିପୁର ୮୭୧ ୧୨୦୮୧୯ ୫୩ ୧୯୧୯
୨୩ ମେଘାଳୟ ୪୮୨ ୮୧୬୨୮ ୬୬ ୧୪୪୯
୨୪ ମିଜୋରାମ ୭୧୦୭ ୧୧୩୨୪୬ ୬୪୬ ୪୨୭
୨୫ ନାଗାଲାଣ୍ଡ ୨୨୨ ୩୦୯୦୫ ୨୭ ୬୮୪
୨୬ ଓଡ଼ିଶା ୪୦୬୩ ୧୦୨୮୨୦୭ ୫୫୩ ୮୩୨୫
୨୭ ପୁଡୁଚେରୀ ୪୪୬ ୧୨୫୬୩୩ ୫୨ ୧୮୫୭
୨୮ ପଞ୍ଜାବ ୨୫୩ ୫୮୫୫୩୯ ୨୫ ୧୬୫୫୭
୨୯ ରାଜସ୍ଥାନ ୩୦ ୯୪୫୪୪୦ ୮୯୫୪
୩୦ ସିକ୍କିମ୍ ୧୭୬ ୩୧୩୭୭ ୧୧ ୩୯୫
୩୧ ତାମିଲନାଡୁ ୧୧୮୫୦ ୨୬୫୨୬୬୦ ୧୨୨୯ ୩୬୦୮୩ ୧୧
୩୨ ତେଲେଙ୍ଗାନା ୪୦୯୬ ୬୬୩୧୨୪ ୨୦୨ ୩୯୫୪
୩୩ ତ୍ରିପୁରା ୧୧୬ ୮୩୫୨୭ ୮୧୬
୩୪ ଉତ୍ତରାଖଣ୍ଡ ୧୪୬ ୩୩୬୩୩୦ ୭୪୦୦
୩୫ ଉତ୍ତରପ୍ରଦେଶ ୯୮ ୧୬୮୭୧୩୫ ୧୨ ୨୨୯୦୦
୩୬ ପଶ୍ଚିମବଙ୍ଗ ୮୨୨୩ ୧୫୬୩୬୭୮ ୮୬୦ ୧୯୧୧୩
ମୋଟ ୧୬୧୫୫୫ ୩୩୬୪୧୧୭୫ ୧୩୫୪୩ ୪୫୭୭୪୦ ୫୪୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.