Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୧ ମୃତ

80

ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯,୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯୯୭୬ କୁ ବୃଦ୍ଧିା ହୋଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮୮୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୪୫,୬୬୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୬୧୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୫୩୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୧୫,୭୫୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୧୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୦,୧୧୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮୮୮%

ଆରୋଗ୍ୟ ହୋଇଛନ୍ତି ୯୮.୩୫୩୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୫, ୭୫, ୦୫, ୫୧୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୬୭, ୨୩୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୦ ୧୨୯
ଆନ୍ଧ୍ରପ୍ରଦେଶ ୨୧୩୮ ୨୦୫୬୬୭୦ ୧୬୯ ୧୪୪୪୪
ଅରୁଣାଚଳ ପ୍ରଦେଶ ୩୬ ୫୪୯୬୯ ୨୮୦
ଆସାମ ୨୫୩୫ ୬୦୮୫୧୭ ୧୯୮ ୬୧୧୧
ବିହାର ୩୨ ୭୧୬୫୩୪ ୯୬୬୪
ଚଣ୍ଡିଗଡ଼ ୬୫ ୬୪୫୯୦ ୮୨୦
ଛତିଶଗଡ ୩୨୮ ୯୯୨୯୪୯ ୨୫ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୦୭ ୧୪୧୫୭୮୫ ୧୯୬ ୨୫୦୯୮
୧୦ ଗୋଆ ୩୬୭ ୧୭୫୨୯୫ ୧୬ ୩୩୮୪
୧୧ ଗୁଜୁରାଟ ୩୧୮ ୮୧୭୧୫୮ ୨୪ ୧୦୦୯୪
୧୨ ହରିୟାଣା ୧୭୮ ୭୬୧୫୨୮ ୧୮ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୩୫ ୨୨୨୬୬୯ ୧୧୩ ୩୮୫୦
୧୪ ଜାମ୍ମୁ କାଶ୍ମୀର ୧୬୯୭ ୩୩୧୦୮୯ ୧୬୭ ୪୪୭୭
୧୫ ଝାଡଖଣ୍ଡ ୯୫ ୩୪୪୦୩୫ ୧୩ ୫୧୪୧
୧୬ କର୍ଣ୍ଣାଟକ ୬୭୭୨ ୨୯୫୧୮୪୫ ୧୯୧ ୩୮୨୧୬
୧୭ କେରଳ ୪୫୦୩୦ ୫୦୬୬୦୩୪ ୪୧୨୮ ୪୦୮୫୫ ୩୨୦
୧୮ ଲଦାଖ ୩୦୬ ୨୧୧୨୨ ୨୦ ୨୧୪
୧୯ ଲକ୍ଷଦୀପ ୧୮ ୧୦୩୨୮ ୫୧
୨୦ ମଧ୍ୟପ୍ରଦେଶ ୧୨୮ ୭୮୨୫୪୩ ୧୦୫୨୮
୨୧ ମହାରାଷ୍ଟ୍ର ୧୦୮୮୨ ୬୪୮୫୨୯୦ ୯୫୨ ୧୪୧୦୪୯ ୨୪
୨୨ ମଣିପୁର ୬୬୩ ୧୨୨୬୨୭ ୨୮ ୧୯୭୯
୨୩ ମେଘାଳୟ ୨୯୬ ୮୨୭୬୪ ୨୫ ୧୪୭୪
୨୪ ମିଜୋରାମ ୩୭୧୭ ୧୩୧୫୪୫ ୩୬୮ ୫୦୩
୨୫ ନାଗାଲାଣ୍ଡ ୧୨୮ ୩୧୩୦୨ ୬୯୮
୨୬ ଓଡ଼ିଶା ୨୨୧୧ ୧୦୩୮୯୭୧ ୨୭୬ ୮୪୧୫
୨୭ ପୁଡୁଚେରୀ ୨୯୯ ୧୨୬୮୨୬ ୨୩ ୧୮୭୩
୨୮ ପଞ୍ଜାବ ୩୪୪ ୫୮୬୪୦୨ ୧୮ ୧୬୬୦୬
୨୯ ରାଜସ୍ଥାନ ୨୧୩ ୯୪୫୬୫୯ ୧୧ ୮୯୫୫
୩୦ ସିକ୍କିମ୍ ୧୩୭ ୩୧୭୨୭ ୪୦୩
୩୧ ତାମିଲନାଡୁ ୮୧୫୫ ୨୬୮୩୬୯୧ ୭୪୮ ୩୬୫୦୪ ୧୨
୩୨ ତେଲେଙ୍ଗାନା ୩୬୮୦ ୬୬୮୭୦୧ ୧୩୭ ୩୯୯୫
୩୩ ତ୍ରିପୁରା ୯୪ ୮୩୯୧୬ ୮୨୫
୩୪ ଉତ୍ତରାଖଣ୍ଡ ୧୮୨ ୩୩୬୭୩୫ ୧୮ ୭୪୦୮
୩୫ ଉତ୍ତରପ୍ରଦେଶ ୯୩ ୧୬୮୭୪୧୩ ୧୧ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୬୯୦ ୧୫୯୦୨୦୮ ୬୬୭ ୧୯୫୧୦ ୧୨
ମୋଟ ୯୯୯୭୬ ୩୪୦୪୫୬୬୬ ୮୬୧୨ ୪୭୦୧୧୫ ୩୯୧

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.