Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୧୭୦୦ କୁ ବୃଦ୍ଧି : ସୁସ୍ଥ ହେଲେ ୬୩୯, ଜଣେ...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୧୭୦୦ କୁ ବୃଦ୍ଧି : ସୁସ୍ଥ ହେଲେ ୬୩୯, ଜଣେ ମୃତ

46

ନୂଆ ଦିଲ୍ଲୀ ୨ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୧୭୦୦କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୬୩୯ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୬ ଜଣ ସକ୍ରୀୟ ମାମଲା ଅଛି।

ଦିଲ୍ଲୀରେ ୩୫୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୪ ଜଣ ସକ୍ରୀୟ ମାମଲା ଅଛି।

ଓଡ଼ିଶାରେ ୩୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬ ଜଣ ସକ୍ରୀୟ ମାମଲା ଅଛି।

ମୋଟ ୧୭୦୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୬୦ ଜଣ ସକ୍ରୀୟ ମାମଲା ଅଛି।

ଅନ୍ୟପଟେ ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି। ଯାହାକି ଦେଶର ଏହା ଓମିକ୍ରନ କାରଣରୁ ପ୍ରଥମ ମୃତ୍ୟୁ। ଏହା ମହାରାଷ୍ଟ୍ରରୁ ଆସିଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ରାଜ୍ୟ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ସକ୍ରୀୟ
ମହାରାଷ୍ଟ୍ର ୫୧୦ ୧୯୩ ୩୧୬
ଦିଲ୍ଲୀ ୩୫୧ ୫୭ ୨୯୪
କେରଳ ୧୫୬ ୧୫୫
ଗୁଜୁରାଟ ୧୩୬ ୮୫ ୫୧
ତାମିଲନାଡୁ ୧୨୧ ୯୮ ୨୩
ରାଜସ୍ଥାନ ୧୨୦ ୮୬ ୩୪
ତେଲେଙ୍ଗାନା ୬୭ ୨୭ ୪୦
କର୍ଣ୍ଣାଟକ ୬୪ ୧୮ ୪୬
ହରିୟାଣା ୬୩ ୪୦ ୨୩
ଓଡ଼ିଶା ୩୭ ୩୬
ପଶ୍ଚିମବଙ୍ଗ ୨୦ ୧୬
ଆନ୍ଧ୍ରପ୍ରଦେଶ ୧୭ ୧୪
ମଧ୍ୟପ୍ରଦେଶ
ଉତ୍ତରପ୍ରଦେଶ
ଉତ୍ତରାଖଣ୍ଡ
ଚଣ୍ଡିଗଡ଼
ଜାମ୍ମୁ କାଶ୍ମୀର
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
ଗୋଆ
ହିମାଚଳ ପ୍ରଦେଶ
ଲଦାଖ
ମଣିପୁର
ପଞ୍ଜାବ
ମୋଟ ୧୭୦୦ ୬୩୯ ୧୦୬୦

ଅପର ପକ୍ଷରେ, ଦେଶରେ ୨୨% ବୃଦ୍ଧି ସହିତ ସଂକ୍ରମଣ ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୫,୫୮୨ କୁ ବୃଦ୍ଧି ହୋଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୯୫,୪୦୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୮୪୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୨୭୮୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୮୯୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୨%

ଆରୋଗ୍ୟ ହୋଇଛନ୍ତି ୯୮.୨୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୫, ୬୮, ୮୯, ୩୦୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୩, ୩୦, ୭୦୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୮, ୦୯, ୫୦, ୪୭୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୮, ୭୮, ୯୯୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୪ ୭୫୯୦ ୧୨୯
ଆନ୍ଧ୍ରପ୍ରଦେଶ ୧୨୬୦ ୨୦୬୧୭୨୯ ୧୩୦ ୧୪୪୯୭
ଅରୁଣାଚଳ ପ୍ରଦେଶ ୧୬ ୫୫୦୪୫ ୨୮୨
ଆସାମ ୨୩୨୧ ୬୧୨୫୮୫ ୧୦୦ ୬୧୬୫
ବିହାର ୧୦୭୫ ୭୧୪୩୫୮ ୨୭ ୧୨୦୯୬
ଚଣ୍ଡିଗଡ଼ ୩୨୧ ୬୪୬୬୧ ୧୧ ୧୦୭୯
ଛତିଶଗଡ ୧୨୭୩ ୯୯୩୮୮୨ ୩୪ ୧୩୬୦୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୭
ଦିଲ୍ଲୀ ୮୩୯୭ ୧୪୨୦୬୧୫ ୧୧୫୬ ୨୫୧୦୯
୧୦ ଗୋଆ ୧୬୭୧ ୧୭୬୩୭୬ ୫୪ ୩୫୨୩
୧୧ ଗୁଜୁରାଟ ୪୭୫୩ ୮୧୮୮୯୬ ୧୪୧ ୧୦୧୨୦
୧୨ ହରିୟାଣା ୨୪୨୩ ୭୬୨୪୩୦ ୮୪ ୧୦୦୬୪
୧୩ ହିମାଚଳ ପ୍ରଦେଶ ୫୨୬ ୨୨୪୬୧୨ ୨୩ ୩୮୭୮
୧୪ ଜାମ୍ମୁ କାଶ୍ମୀର ୧୪୨୯ ୩୩୫୬୬୫ ୧୩୩ ୪୫୩୦
୧୫ ଝାଡଖଣ୍ଡ ୩୮୪୨ ୩୪୪୮୧୫ ୧୧୭ ୫୧୪୬
୧୬ କର୍ଣ୍ଣାଟକ ୧୦୩୨୧ ୨୯୬୦୮୯୦ ୨୭୫ ୩୮୩୪୬
୧୭ କେରଳ ୧୯୭୧୪ ୫୧୮୪୫୮୭ ୨୬୦୬ ୪୮୧୧୩ ୭୮
୧୮ ଲଦାଖ ୧୯୬ ୨୧୮୦୮ ୨୩ ୨୨୦
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୬୦୮ ୭୮୩୦୯୯ ୪୦ ୧୦୫୩୩
୨୧ ମହାରାଷ୍ଟ୍ର ୪୫୭୧୬ ୬୫୧୨୬୧୦ ୨୦୬୯ ୧୪୧୫୪୨
୨୨ ମଣିପୁର ୨୧୫ ୧୨୩୬୦୫ ୨୦୦୩
୨୩ ମେଘାଳୟ ୭୫ ୮୩୨୮୮ ୧୪୮୪
୨୪ ମିଜୋରାମ ୧୭୩୨ ୧୩୯୬୨୩ ୧୩୫ ୫୪୬
୨୫ ନାଗାଲାଣ୍ଡ ୬୦ ୩୧୪୪୦ ୭୦୨
୨୬ ଓଡ଼ିଶା ୧୯୮୪ ୧୦୪୫୧୦୯ ୧୪୭ ୮୪୬୩
୨୭ ପୁଡୁଚେରୀ ୧୫୦ ୧୨୭୪୯୬ ୧୩ ୧୮୮୧
୨୮ ପଞ୍ଜାବ ୧୩୬୯ ୫୮୭୪୯୨ ୫୨ ୧୬୬୪୮
୨୯ ରାଜସ୍ଥାନ ୧୫୭୨ ୯୪୬୩୪୭ ୩୦ ୮୯୬୪
୩୦ ସିକ୍କିମ୍ ୫୮ ୩୨୦୫୦ ୪୦୯
୩୧ ତାମିଲନାଡୁ ୯୩୦୪ ୨୭୦୫୦୩୪ ୬୨୪ ୩୬୭୯୦
୩୨ ତେଲେଙ୍ଗାନା ୩୭୭୯ ୬୭୪୬୮୦ ୨୨୭ ୪୦୩୦
୩୩ ତ୍ରିପୁରା ୧୧୯ ୮୪୧୭୨ ୮୨୯
୩୪ ଉତ୍ତରାଖଣ୍ଡ ୫୦୬ ୩୩୭୫୩୯ ୧୨୦ ୭୪୧୯
୩୫ ଉତ୍ତରପ୍ରଦେଶ ୧୭୨୫ ୧୬୮୭୮୯୬ ୩୭ ୨୨୯୧୬
୩୬ ପଶ୍ଚିମବଙ୍ଗ ୧୭୦୩୮ ୧୬୧୨୩୩୧ ୨୪୦୭ ୧୯୭୮୧
ମୋଟ ୧୪୫୫୮୨ ୩୪୨୯୫୪୦୭ ୧୦୮୪୬ ୪୮୧୮୯୩ ୧୨୩

ରାଜ୍ୟ ବିଷୟରେ ଦେଖିବାକୁ ଗଲେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିଛି।

ରାଜ୍ୟରେ ଆଜି ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ।
ନୂଆ ଆକ୍ରାନ୍ତ: ୪୨୪
୦-୧୮ ବର୍ଷର : ୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୬
– ସ୍ଥାନୀୟ ଅଞ୍ଚଳରୁ୧୭୮
୧- ବାଲେଶ୍ୱର ଜିଲ୍ଲାରୁ – ୨୯
୨- ବରଗଡ଼ ଜିଲ୍ଲାରୁ – ୫
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ – ୬
୫- କଟକ ଜିଲ୍ଲାରୁ – ୬୬
୬- ଦେବଗଡ଼ ଜିଲ୍ଲାରୁ – ୪
୭- ଢେଙ୍କାନାଳ ଜିଲ୍ଲାରୁ – ୬
୮- ଗଞ୍ଜାମ ଜିଲ୍ଲାରୁ – ୩
୯- ଜଗତସିଂହପୁର ଜିଲ୍ଲାରୁ – ୮
୧୦- ଯାଜପୁର ଜିଲ୍ଲାରୁ – ୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧୪
୧୨- କଳାହାଣ୍ଡି ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- ଖୋର୍ଦ୍ଧାରୁ : ୧୫୧
୧୬- କୋରାପୁଟ ଜିଲ୍ଲାରୁ – ୩
୧୭- ମାଲକାନଗିରି : ୨
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୪
୧୯- ନବରଙ୍ଗପୁର ଜିଲ୍ଲାରେ: ୫
୨୦- ନୟାଗଡ଼ ଜିଲ୍ଲାରୁ – ୫
୨୧- ପୁରୀ ଜିଲ୍ଲାରୁ – ୧୨
୨୨- ରାୟଗଡ଼ା ଜିଲ୍ଲାରୁ – ୨
୨୩- ସମ୍ବଲପୁର ଜିଲ୍ଲାରୁ – ୨୨
୨୪- ସୋନପୁର ଜିଲ୍ଲାରୁ – ୭
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୨୭
୨୬- State Pool: ୩୧
– ନୂଆ ସୁସ୍ଥ ହୋଇଥିଲେ୧୪୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୭୦୧୦୭୪
– ମୋଟ ଆକ୍ରାନ୍ତ ୧୦୫୫୯୮୦
– ମୋଟ ସୁସ୍ଛ ହୋଲେଣି ୧୦୪୫୧୦୯
– ସକ୍ରୀୟ ଆକ୍ରାନ୍ତ – ୨୩୫୫

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩୯୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସକ୍ରୀୟ ଅଛନ୍ତି। ୪୩, ୫୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୧, ୧୨୬ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୫ [+୨୯] ଜଣ ସକ୍ରୀୟ ଅଛନ୍ତି। ୪୦, ୭୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୨୦୦ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ [+୫] ଜଣ ସକ୍ରୀୟ ଅଛନ୍ତି। ୩୦, ୮୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୬, ୬୧୮ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ [+୧] ଜଣ ସକ୍ରୀୟ ଅଛନ୍ତି। ୨୬, ୪୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୪୭୬ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୬] ଜଣ ସକ୍ରୀୟ ଅଛନ୍ତି। ୨୩, ୩୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨୬୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସକ୍ରୀୟ ଅଛନ୍ତି। ୧୨, ୫୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୫, ୭୨୯ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୨ [+୬୬] ଜଣ ସକ୍ରୀୟ ଅଛନ୍ତି। ୯୪, ୬୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୬୮୮ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ [+୪] ଜଣ ସକ୍ରୀୟ ଅଛନ୍ତି। ୬, ୬୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୦, ୦୫୨ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ [+୬] ଜଣ ସକ୍ରୀୟ ଅଛନ୍ତି। ୧୯, ୭୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯୭୫୯ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୯, ୬୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୪, ୦୦୧ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ [+୩] ଜଣ ସକ୍ରୀୟ ଅଛନ୍ତି। ୩୩, ୪୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୮, ୧୪୦ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ [+୮] ଜଣ ସକ୍ରୀୟ ଅଛନ୍ତି। ୨୭, ୭୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୪, ୨୦୬ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୬] ଜଣ ସକ୍ରୀୟ ଅଛନ୍ତି। ୪୩, ୯୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୪, ୦୫୦ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯ [+୧୪] ଜଣ ସକ୍ରୀୟ ଅଛନ୍ତି। ୨୩, ୮୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୩୪୬ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ [+୨] ଜଣ ସକ୍ରୀୟ ଅଛନ୍ତି। ୨୪, ୧୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧୫୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସକ୍ରୀୟ ଅଛନ୍ତି। ୧୧, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୦୮୯ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ [+୨] ଜଣ ସକ୍ରୀୟ ଅଛନ୍ତି। ୨୪, ୮୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୧, ୦୭୫ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୧] ଜଣ ସକ୍ରୀୟ ଅଛନ୍ତି। ୨୦, ୮୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୮୨, ୧୭୭ [+୧୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୯ [+୧୫୧] ଜଣ ସକ୍ରୀୟ ଅଛନ୍ତି। ୧, ୭୯, ୬୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୦୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୯, ୧୮୬ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭ [+୩] ଜଣ ସକ୍ରୀୟ ଅଛନ୍ତି। ୧୯, ୦୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୬୯୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫ [+୨] ଜଣ ସକ୍ରୀୟ ଅଛନ୍ତି। ୧୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୧, ୩୭୧ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୪] ଜଣ ସକ୍ରୀୟ ଅଛନ୍ତି। ୪୧, ୦୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୫୭୯ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ [+୫] ଜଣ ସକ୍ରୀୟ ଅଛନ୍ତି। ୨୩, ୪୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୬୨୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୫] ଜଣ ସକ୍ରୀୟ ଅଛନ୍ତି। ୨୩, ୩୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨୯୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୫, ୭୧୭ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪ [+୧୨] ଜଣ ସକ୍ରୀୟ ଅଛନ୍ତି। ୪୫, ୧୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୨୭୬ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭ [+୨] ଜଣ ସକ୍ରୀୟ ଅଛନ୍ତି। ୨୦, ୦୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୨, ୩୦୪ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୮ [+୨୨] ଜଣ ସକ୍ରୀୟ ଅଛନ୍ତି। ୩୧, ୯୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୨୨୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ [+୭] ଜଣ ସକ୍ରୀୟ ଅଛନ୍ତି। ୧୩, ୧୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୨, ୪୯୪ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୧ [+୨୭] ଜଣ ସକ୍ରୀୟ ଅଛନ୍ତି। ୬୧, ୭୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୩୩, ୬୩୩ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୦ [+୩୧] ଜଣ ସକ୍ରୀୟ ଅଛନ୍ତି। ୩୩, ୩୮୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.