Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬୮ ମୃତ

66

ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଦେଶରେ ପ୍ରବଳ ମାତ୍ରାରେ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୨,୪୦୨ କୁ ବୃଦ୍ଧି ପାଇଛି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୫୮,୭୭୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୪୮୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୨୨,୦୪୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୫୪୦୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୦,୮୬୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୪%

ଆରୋଗ୍ୟ ହୋଇଛନ୍ତି ୯୮.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୩, ୮୩, ୨୨, ୭୪୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୩, ୯୧, ୨୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୭, ୬୪, ୪୫, ୩୯୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୯୯, ୨୫୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୮୨ ୧୨୯
ଆନ୍ଧ୍ରପ୍ରଦେଶ ୧୦୪୯ ୨୦୬୧୩୦୮ ୧୮୬ ୧୪୪୯୨
ଅରୁଣାଚଳ ପ୍ରଦେଶ ୧୯ ୫୫୦୩୭ ୨୮୦
ଆସାମ ୨୧୩୯ ୬୧୨୧୭୧ ୧୧୨ ୬୧୬୨
ବିହାର ୨୧୬ ୭୧୪୨୯୪ ୧୭ ୧୨୦୯୬
ଚଣ୍ଡିଗଡ଼ ୧୨୬ ୬୪୬୨୪ ୧୦୭୯
ଛତିଶଗଡ ୪୬୩ ୯୯୩୭୮୪ ୩୬ ୧୩୬୦୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୬
ଦିଲ୍ଲୀ ୨୧୯୧ ୧୪୧୭୮୦୪ ୩୪୪ ୨୫୧୦୭
୧୦ ଗୋଆ ୬୫୭ ୧୭୬୨୨୨ ୪୮ ୩୫୨୦
୧୧ ଗୁଜୁରାଟ ୧୯୦୨ ୮୧୮୪୮୭ ୬୫ ୧୦୧୧୬
୧୨ ହରିୟାଣା ୮୨୬ ୭୬୨୧୭୨ ୪୧ ୧୦୦୬୩
୧୩ ହିମାଚଳ ପ୍ରଦେଶ ୪୦୩ ୨୨୪୪୨୮ ୧୮ ୩୮୭୪
୧୪ ଜାମ୍ମୁ କାଶ୍ମୀର ୧୨୭୬ ୩୩୫୨୨୭ ୧୨୪ ୪୫୨୫
୧୫ ଝାଡଖଣ୍ଡ ୯୨୯ ୩୪୪୪୩୩ ୨୩ ୫୧୪୨
୧୬ କର୍ଣ୍ଣାଟକ ୭୮୦୦ ୨୯୫୯୬୭୪ ୨୪୫ ୩୮୩୨୪
୧୭ କେରଳ ୨୧୧୪୫ ୫୧୭୩୬୫୬ ୨୫୭୬ ୪୭୨୭୭ ୨୧୧
୧୮ ଲଦାଖ ୧୯୭ ୨୧୭୩୯ ୩୨ ୨୧୯
୧୯ ଲକ୍ଷଦୀପ ୧୦୩୬୦ ୫୧
୨୦ ମଧ୍ୟପ୍ରଦେଶ ୩୦୭ ୭୮୨୯୭୬ ୨୬ ୧୦୫୩୩
୨୧ ମହାରାଷ୍ଟ୍ର ୧୭୫୭୩ ୬୫୦୬୩୧୭ ୧୪୮୬ ୧୪୧୪୯୬ ୨୦
୨୨ ମଣିପୁର ୧୮୫ ୧୨୩୫୭୪ ୨୦୦୨
୨୩ ମେଘାଳୟ ୫୨ ୮୩୨୬୮ ୧୪୮୪
୨୪ ମିଜୋରାମ ୧୫୭୦ ୧୩୯୦୪୫ ୧୧୪ ୫୪୨
୨୫ ନାଗାଲାଣ୍ଡ ୭୦ ୩୧୪୧୬ ୭୦୨
୨୬ ଓଡ଼ିଶା ୧୪୮୧ ୧୦୪୪୪୪୩ ୧୬୫ ୮୪୫୭
୨୭ ପୁଡୁଚେରୀ ୧୨୦ ୧୨୭୪୪୬ ୧୧ ୧୮୮୦
୨୮ ପଞ୍ଜାବ ୪୪୯ ୫୮୭୩୩୫ ୩୬ ୧୬୬୪୪
୨୯ ରାଜସ୍ଥାନ ୫୩୭ ୯୪୬୨୬୭ ୩୨ ୮୯୬୩
୩୦ ସିକ୍କିମ୍ ୫୬ ୩୨୦୨୮ ୪୦୯
୩୧ ତାମିଲନାଡୁ ୬୬୫୪ ୨୭୦୨୫୮୮ ୬୧୪ ୩୬୭୫୮
୩୨ ତେଲେଙ୍ଗାନା ୩୪୯୦ ୬୭୩୭୯୩ ୨୦୪ ୪୦୨୪
୩୩ ତ୍ରିପୁରା ୮୭ ୮୪୧୪୦ ୮୨୯
୩୪ ଉତ୍ତରାଖଣ୍ଡ ୨୨୨ ୩୩୭୨୪୨ ୪୨ ୭୪୧୭
୩୫ ଉତ୍ତରପ୍ରଦେଶ ୪୭୩ ୧୬୮୭୭୭୮ ୩୬ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୭୨୭ ୧୬୦୫୪୩୪ ୮୦୭ ୧୯୭୪୫ ୧୨
ମୋଟ ୮୨୪୦୨ ୩୪୨୫୮୭୭୮ ୭୪୮୬ ୪୮୦୮୬୦ ୨୬୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.