Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୪୭,୨୫୪ ନୂଆ ଆକ୍ରାନ୍ତ...

ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୪୭,୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୭୦୩ ମୃତ

137

ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୪୭,୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୯, ୬୯୨ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଗତକାଲି ଠାରୁ ୪.୩୬% ବୃଦ୍ଧି ହୋଇଛି।

ଦୈନିକ ସକରାତ୍ମକତା ହାର (୧୭.୯୪%)

ସାପ୍ତାହିକ ସକରାତ୍ମକତା ହାର (୧୬.୫୬%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୦,୧୮,୮୨୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୬୦,୫୮,୮୦୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୫୧,୭୭୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୫୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୫,୬୬,୦୨୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୯୪,୭୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭୦୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୮,୩୯୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୨୩%

ଆରୋଗ୍ୟ ହୋଇଛନ୍ତି ୯୩.୫୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୦, ୪୩, ୭୦, ୪୮୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୦, ୪୯, ୭୭୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୧, ୧୫, ୩୮, ୯୩୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୩୫, ୯୧୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୬୫ ୮୪୩୯ ୭୩ ୧୨୯
ଆନ୍ଧ୍ରପ୍ରଦେଶ ୫୩୮୭୧ ୨୦୭୧୬୫୮ ୩୬୭୪ ୧୪୫୨୭
ଅରୁଣାଚଳ ପ୍ରଦେଶ ୨୨୬୦ ୫୫୭୨୯ ୧୨୭ ୨୮୨
ଆସାମ ୪୨୪୬୫ ୬୨୯୩୩୨ ୧୯୬୦ ୬୨୬୦ ୧୨
ବିହାର ୨୬୬୭୪ ୭୬୩୯୦୬ ୭୨୭୭ ୧୨୧୬୨
ଚଣ୍ଡିଗଡ଼ ୯୯୨୨ ୭୧୫୪୬ ୧୩୩୬ ୧୦୯୫
ଛତିଶଗଡ ୩୧୭୩୬ ୧୦୩୫୭୪୫ ୫୯୧୯ ୧୩୬୯୭ ୧୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୪୩ ୧୦୮୬୩ ୨୩
ଦିଲ୍ଲୀ ୬୮୭୩୦ ୧୬୬୬୦୩୯ ୧୮୮୧୫ ୨୫୫୦୩ ୪୩
୧୦ ଗୋଆ ୨୨୪୬୦ ୧୯୬୪୫୨ ୩୭୨୮ ୩୫୮୫
୧୧ ଗୁଜୁରାଟ ୧୦୪୮୮୮ ୮୮୬୪୭୬ ୧୦୩୧୦ ୧୦୧୯୯ ୧୩
୧୨ ହରିୟାଣା ୬୧୬୪୩ ୮୧୧୧୧୦ ୭୨୭୬ ୧୦୧୪୨
୧୩ ହିମାଚଳ ପ୍ରଦେଶ ୧୫୬୧୮ ୨୩୪୮୭୬ ୧୬୬୧ ୩୯୧୬
୧୪ ଜାମ୍ମୁ କାଶ୍ମୀର ୩୧୦୪୪ ୩୪୩୦୩୧ ୧୧୭୭ ୪୫୮୬
୧୫ ଝାଡଖଣ୍ଡ ୨୫୫୭୮ ୩୮୪୫୭୫ ୪୨୮୩ ୫୨୩୫ ୧୦
୧୬ କର୍ଣ୍ଣାଟକ ୨୯୩୨୬୧ ୩୦୪୫୧୭୭ ୨୨୧୪୩ ୩୮୫୧୫ ୨୯
୧୭ କେରଳ ୧୯୯୭୪୯ ୫୨୫୯୫୯୪ ୧୫୩୮୮ ୫୧୫୦୧ ୩୪୧
୧୮ ଲଦାଖ ୧୦୪୭ ୨୨୭୬୫ ୧୨୨ ୨୨୨
୧୯ ଲକ୍ଷଦୀପ ୨୨୧ ୧୦୩୮୭ ୫୧
୨୦ ମଧ୍ୟପ୍ରଦେଶ ୪୯୭୪୧ ୮୦୧୭୩୫ ୩୬୧୬ ୧୦୫୫୩
୨୧ ମହାରାଷ୍ଟ୍ର ୨୬୨୩୫୪ ୬୯୬୭୪୩୨ ୫୨୦୨୫ ୧୪୧୯୭୧ ୩୭
୨୨ ମଣିପୁର ୨୩୮୪ ୧୨୪୨୭୮ ୬୬ ୨୦୧୭
୨୩ ମେଘାଳୟ ୧୬୨୯ ୮୪୨୮୧ ୧୪୨ ୧୪୯୪
୨୪ ମିଜୋରାମ ୯୩୪୭ ୧୪୭୩୩୦ ୯୨୭ ୫୭୬
୨୫ ନାଗାଲାଣ୍ଡ ୫୬୯ ୩୧୯୮୬ ୩୮ ୭୦୪
୨୬ ଓଡ଼ିଶା ୭୯୯୨୮ ୧୦୮୯୦୩୩ ୮୪୭୧ ୮୫୦୧
୨୭ ପୁଡୁଚେରୀ ୧୩୦୫୩ ୧୩୦୩୯୨ ୧୦୭୩ ୧୮୯୭
୨୮ ପଞ୍ଜାବ ୪୭୪୦୦ ୬୨୮୨୪୪ ୫୯୩୧ ୧୬୮୮୨ ୩୬
୨୯ ରାଜସ୍ଥାନ ୭୮୦୯୯ ୯୯୬୯୪୦ ୧୦୫୨୮ ୯୦୪୪ ୧୩
୩୦ ସିକ୍କିମ୍ ୨୪୩୯ ୩୩୨୪୨ ୩୨୫ ୪୧୭
୩୧ ତାମିଲନାଡୁ ୧୭୯୨୦୫ ୨୮୨୬୪୭୯ ୧୯୯୭୮ ୩୭୧୧୨ ୩୯
୩୨ ତେଲେଙ୍ଗାନା ୨୬୬୩୩ ୬୯୧୭୦୩ ୧୮୨୫ ୪୦୬୭
୩୩ ତ୍ରିପୁରା ୭୭୭୬ ୮୭୭୮୬ ୮୭୨ ୮୬୦
୩୪ ଉତ୍ତରାଖଣ୍ଡ ୨୪୨୫୫ ୩୫୫୨୩୬ ୩୫୨୧ ୭୪୬୦
୩୫ ଉତ୍ତରପ୍ରଦେଶ ୯୭୩୨୯ ୧୭୮୦୧୨୮ ୧୯୩୨୮ ୨୩୦୦୦ ୧୦
୩୬ ପଶ୍ଚିମବଙ୍ଗ ୧୪୪୮୦୯ ୧୭୭୪୮୮୧ ୧୭୮୧୫ ୨୦୨୩୦ ୩୭
ମୋଟ ୨୦୧୮୮୨୫ ୩୬୦୫୮୮୦୬ ୨୫୧୭୭୭ ୪୮୮୩୯୬ ୭୦୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.