Home Coronavirus Outbreak ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୬୪,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୬୪,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୫ ମୃତ, ଓମିକ୍ରନ୍ ମାମଲା ୫, ୭୫୩

41

ନୂଆ ଦିଲ୍ଲୀ ୧୪-୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୬୪,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୨,୭୨,୦୭୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩.୪୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୮,୨୪,୭୦୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୦୯,୩୪୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୫.୨୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୫,୮୨,୧୨୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୫୪୫୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୮୫୩୫୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩.୪୮%

ଆରୋଗ୍ୟ ହୋଇଛନ୍ତି ୯୫.୨୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ୫, ୭୫୩ କୁ ବୃଦ୍ଧି ପାଇଛି।

ଦୈନିକ ସକରାତ୍ମକତା ହାର (୧୪.୭୮%)

ସାପ୍ତାହିକ ସକରାତ୍ମକତା ହାର (୧୧.୮୩%)

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୫, ୩୯, ୮୧, ୮୧୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୦୮, ୬୬୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୬୧ ୭୮୭୫ ୮୬ ୧୨୯
ଆନ୍ଧ୍ରପ୍ରଦେଶ ୧୪୨୦୪ ୨୦୬୩୫୧୬ ୨୬୧ ୧୪୫୦୭
ଅରୁଣାଚଳ ପ୍ରଦେଶ ୭୭୬ ୫୫୦୮୦ ୧୭ ୨୮୨
ଆସାମ ୧୫୧୩୨ ୬୧୬୯୬୪ ୧୨୪୨ ୬୧୯୨
ବିହାର ୩୧୩୭୭ ୭୨୫୩୫୩ ୩୬୬୯ ୧୨୧୨୧
ଚଣ୍ଡିଗଡ଼ ୫୮୧୬ ୬୫୭୪୧ ୩୩୦ ୧୦୮୪
ଛତିଶଗଡ ୨୮୭୯୭ ୧୦୦୧୬୪୪ ୪୬୩୬ ୧୩୬୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୬୨ ୧୦୭୧୬
ଦିଲ୍ଲୀ ୯୪୧୬୦ ୧୫୨୭୧୫୨ ୨୨୧୨୧ ୨୫୨୭୧ ୩୧
୧୦ ଗୋଆ ୧୬୮୮୭ ୧୮୦୩୯୪ ୯୭୧ ୩୫୪୩
୧୧ ଗୁଜୁରାଟ ୫୦୬୧୨ ୮୩୬୧୪୦ ୪୨୮୫ ୧୦୧୪୨
୧୨ ହରିୟାଣା ୩୬୦୦୨ ୭୭୪୦୨୦ ୨୭୬୦ ୧୦୦୮୫
୧୩ ହିମାଚଳ ପ୍ରଦେଶ ୮୧୧୫ ୨୨୬୩୫୨ ୫୩୭ ୩୮୮୮
୧୪ ଜାମ୍ମୁ କାଶ୍ମୀର ୭୯୩୨ ୩୩୭୬୮୩ ୨୭୧ ୪୫୫୨
୧୫ ଝାଡଖଣ୍ଡ ୩୨୨୫୦ ୩୫୮୦୮୭ ୨୭୩୧ ୫୧୮୯
୧୬ କର୍ଣ୍ଣାଟକ ୧୧୫୭୬୨ ୨୯୭୦୩୬୫ ୨୩୬୩ ୩୮୩୯୭
୧୭ କେରଳ ୬୫୨୩୨ ୫୨୧୧୦୧୪ ୩୨୫୨ ୫୦୩୬୯ ୧୧୭
୧୮ ଲଦାଖ ୫୯୮ ୨୨୧୫୩ ୨୮ ୨୨୨
୧୯ ଲକ୍ଷଦୀପ ୧୯ ୧୦୩୬୯ ୫୧
୨୦ ମଧ୍ୟପ୍ରଦେଶ ୧୭୬୫୨ ୭୮୬୨୭୮ ୭୮୨ ୧୦୫୪୩
୨୧ ମହାରାଷ୍ଟ୍ର ୨୫୫୫୬୧ ୬୬୮୩୭୬୯ ୩୪୬୫୮ ୧୪୧୭୩୭ ୩୬
୨୨ ମଣିପୁର ୮୫୭ ୧୨୩୮୩୬ ୩୪ ୨୦୧୨
୨୩ ମେଘାଳୟ ୭୮୪ ୮୩୫୨୨ ୮୩ ୧୪୯୦
୨୪ ମିଜୋରାମ ୮୦୫୯ ୧୪୧୯୧୪ ୩୮୩ ୫୬୫
୨୫ ନାଗାଲାଣ୍ଡ ୨୮୭ ୩୧୬୨୬ ୪୧ ୭୦୩
୨୬ ଓଡ଼ିଶା ୪୨୯୫୫ ୧୦୫୦୧୭୯ ୧୪୪୭ ୮୪୭୨
୨୭ ପୁଡୁଚେରୀ ୪୨୭୦ ୧୨୭୭୧୩ ୪୦ ୧୮୮୩
୨୮ ପଞ୍ଜାବ ୩୦୩୮୪ ୫୯୫୦୯୦ ୨୩୩୦ ୧୬୭୦୮
୨୯ ରାଜସ୍ଥାନ ୪୫୫୬୫ ୯୫୩୪୫୪ ୨୭୫୭ ୮୯୮୮
୩୦ ସିକ୍କିମ୍ ୧୦୬୩ ୩୨୧୭୨ ୨୭ ୪୧୦
୩୧ ତାମିଲନାଡୁ ୧୦୩୬୧୦ ୨୭୨୭୯୬୦ ୬୨୩୫ ୩୬୯୩୦ ୨୫
୩୨ ତେଲେଙ୍ଗାନା ୨୦୪୬୨ ୬୭୮୨୯୦ ୫୮୨ ୪୦୪୯
୩୩ ତ୍ରିପୁରା ୩୭୫୯ ୮୪୬୩୦ ୯୨ ୮୩୨
୩୪ ଉତ୍ତରାଖଣ୍ଡ ୯୯୩୬ ୩୪୨୮୫୩ ୧୦୮୫ ୭୪୩୫
୩୫ ଉତ୍ତରପ୍ରଦେଶ ୭୧୦୨୨ ୧୬୯୧୨୮୮ ୧୦୬୨ ୨୨୯୪୬
୩୬ ପଶ୍ଚିମବଙ୍ଗ ୧୩୧୫୫୩ ୧୬୮୯୫୧୪ ୮୧୩୯ ୧୯୯୮୫ ୨୬
ମୋଟ ୧୨୭୨୦୭୩ ୩୪୮୨୪୭୦୬ ୧୦୯୩୪୫ ୪୮୫୩୫୦ ୩୧୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.